ETV Bharat / city

ଅଚାନକ ଗସ୍ତ କରି ଅଫଲାଇନ ପାଠପଢ଼ା ତଦାରଖ କଲେ ଗଣଶିକ୍ଷା ମନ୍ତ୍ରୀ

author img

By

Published : Aug 17, 2021, 6:18 PM IST

କୋରୋନା ମହାମାରୀ କାଳରେ ନବମ ଓ ଦଶମ ଶ୍ରେଣୀର ଅଫଲାଇନ ପାଠପଢ଼ା ଆରମ୍ଭ ହୋଇଛି । ଏହାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅଚାନକ ଗସ୍ତ କରି ସ୍କୁଲର ପରିସ୍ଥିତି ତଦାରଖ କରିଛନ୍ତି । ଅଧିକ ପଢ଼ନ୍ତୁ...

ଅଚାନକ ଗସ୍ତ କରି ଅଫଲାଇନ ପାଠପଢ଼ାର ତଦାରଖ କଲେ ମନ୍ତ୍ରୀ

ଭୁବନେଶ୍ବର: କୋରୋନା ମହାମାରୀ କାଳରେ ନବମ ଓ ଦଶମ ଶ୍ରେଣୀର ଅଫଲାଇନ ପାଠପଢ଼ା ଆରମ୍ଭ ହୋଇଛି । ଏହାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅଚାନକ ଗସ୍ତ କରି ସ୍କୁଲର ପରିସ୍ଥିତି ତଦାରଖ କରିଛନ୍ତି । କୋଭିଡ ମହାମାରୀ ଯୋୁଗଁ ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ରହିଥିଲା ।

ସ୍କୁଲରେ ଛାତ୍ରଛାତ୍ରୀଙ୍କ ଅଫଳାଇନରେ ପାଠ ପଢ଼ାଚାଲିଛି। କୋଭିଡ କଟକଣାରେ ପଠାପଢ଼ାରେ ଛାତ୍ରଛାତ୍ରୀଙ୍କ ସୁବିଧା ଅସୁବିଧା କଥା ଜାଣିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପାରାଦୀପ ପୋର୍ଟ ସ୍କୁଲ ଗସ୍ତ କରିଛନ୍ତି । ସେଠାରେ ସ୍କୁଲର ପ୍ରଧାନଶିକ୍ଷକ ଓ ଅନ୍ୟ ସମସ୍ତ କର୍ମଚାରୀଙ୍କ ସହ ସ୍କୁଲର ଉନ୍ନତିକରଣ ସହ ଛାତ୍ରଛାତ୍ରୀଙ୍କ ପାଠାପଢ଼ା ବିଷୟରେ ଆଲୋଚନା କରିଛନ୍ତି ।

ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତ୍ୟେକ କ୍ଳାସରୁମ୍ ବୁଲି ଦେଖିଛନ୍ତି । ଏହାସହ ପାଠପଢ଼ାକୁ ନେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । କୋଭିଡ ସମୟରେ ଅନଲାଇନ କ୍ଳାସ ଓ ଅଫଲାଇନ କ୍ଳାସ ଠିକ ଭାବରେ କରାଯାଉଛି କି ନାହିଁ ? ପାଠପଢ଼ା ଠିକ ଭାବରେ କରାଯାଉଛି କି ନାହିଁ, ଗ୍ରାଉଣ୍ଡ ସ୍ତରରୁ ତାହାର ଯାଞ୍ଚ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.