ETV Bharat / city

ସାବିତ୍ରୀ ବ୍ରତ ପାଇଁ ଚଳଚଞ୍ଚଳ ଭୁବନେଶ୍ବର, ମନ୍ଦିରରେ ଭିଡ - ଭୁବନେଶ୍ବର

ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ମନ୍ଦିରରେ ପୂଜା କରୁଛନ୍ତି ପତ୍ନୀ । ଫଳରେ ସମସ୍ତ ମନ୍ଦିରରେ ଭିଡ ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jun 3, 2019, 11:56 AM IST

ଭୁବନେଶ୍ବର: ସାବିତ୍ରୀ ବ୍ରତ ପାଇଁ ଗାଁରୁ ସହର ସବୁଠି ଚଳଚଞ୍ଚଳ । ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ମନ୍ଦିରରେ ପୂଜା କରୁଛନ୍ତି ପତ୍ନୀ । ଫଳରେ ସମସ୍ତ ମନ୍ଦିରରେ ଭିଡ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଆଜି(ସୋମବାର) ସାବିତ୍ରୀ ଅମାବାସ୍ୟା । ସଧବା ସ୍ତ୍ରୀ ଲୋକ ନିଜ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ରଖିଥାନ୍ତି । ମନ୍ଦିରରେ ପୂଜା କରିଥାନ୍ତି । ଯେଉଁଥିପାଇଁ ଆଜି ଭୁବନେଶ୍ବରର ପ୍ରାୟ ସବୁ ମନ୍ଦିରରେ ଭିଡ ଦେଖିବାକୁ ମିଳିଛି । ନୂଆ ଶାଢୀ, ଶଙ୍ଖା, ସିନ୍ଦୂର ଆଣି ମନ୍ଦିରରେ ପୂଜା କରି ନେଉଛନ୍ତି ।

କିମ୍ବଦନ୍ତୀ ଅନୁସାରେ, ସତ୍ୟବାନ ଅଳ୍ପାୟୁ ଥିଲେ ବି ସାବିତ୍ରୀ ତାଙ୍କୁ ଯମଙ୍କ ମୁହଁରୁ ଆଜିର ଦିନରେ ଛଡାଇ ଆଣିଥିଲେ । ତେଣୁ ଏହିଦିନ ପ୍ରତ୍ୟେକ ସଧବା ନାରୀ ନିଜ ସ୍ବାମୀଙ୍କ ପାଇଁ ସାବିତ୍ରୀ ବ୍ରତ ରଖିଥାନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ସାବିତ୍ରୀ ପାଇଁ ଚାଳ ଚଞ୍ଚଳ ହୋଇ ପଡିଛି ସ୍ମାର୍ଟ ସିଟି ଭୁବନେଶ୍ୱର

ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା। ସାଧବା ମାନଙ୍କର ସବୁଠାରୁ ବଡ଼ ପର୍ଵ। ସ୍ୱାମୀ ମାନଙ୍କର  ଉତ୍ତମ ଓ ନିରାମୟ ଜୀବମ ପାଇଁ ଆଜି ସାଧବା ନାରୀ ମାନେ ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥି ରେ ଏହି ଵ୍ରତ ପାଳନ କରିଥାନ୍ତି। ଏହି ବ୍ରତ ରେ ସାବିତ୍ରୀ, ଯମ ଦେଵ ,ଓ ସତ୍ୟବାନ କୁ ପୂଜା କରିଥାନ୍ତି। କିମ୍ବଦନ୍ତୀ ଅନୁସାରେ ସତ୍ୟବାନ ଅଳ୍ପାୟୁ ଥିଲେ ବି ସାବିତ୍ରୀ ତାଙ୍କୁ ଯମ ଦେଵ ମୁହଁ ରୁ ଛାଡଇ ଆଣିଥିଲେ ବେଲି କୁହାଯାଏ। ତେଣୁ ପ୍ରତେକ ଓଡ଼ିଆ ସାଧବା ଆଜି ନିଜ ସ୍ୱାମୀ ପାଇଁ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି। ଆଉ ଆଜି ଏହି ଉପଲକ୍ଷେ ସାରା ସ୍ମାର୍ଟ ସିଟି ର ମନ୍ଦିର ମାନଙ୍କ ସାଧବା ମାନଙ୍କ ଭିଡ଼ ଦେଖିବା କୁ ମିଳିଛି।

ବାଇଟ ମନ୍ଦିର ପୂଜାରୀ
ବାଇଟ ସାଧବା ନାରୀ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.