ETV Bharat / city

ସସ୍ମିତ ପାତ୍ରଙ୍କୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା, କହିଲେ ‘ଉତ୍ତମ କହୁଛି’ - ସସ୍ମିତ ପାତ୍ରଙ୍କୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା

ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ପ୍ରଶଂସା । ଓଡିଆରେ ସାଂସଦଙ୍କ ମହାନଦୀ ପ୍ରସଙ୍ଗ ଉପସ୍ଥାପନକୁ ଭେଙ୍କିୟା ନାଇଡୁ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ...

sasmit-patra-appreciated-by-vice-president
ସସ୍ମିତ ପାତ୍ରଙ୍କୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା, କହିଲେ ‘ଉତ୍ତମ କହୁଛି’
author img

By

Published : Feb 7, 2020, 6:49 PM IST

ଭୁବନେଶ୍ବର: ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ପ୍ରଶଂସା । ଗତ 6 ମାସ ମଧ୍ୟରେ କ୍ରମାଗତ ତୃତୀୟ ଥର ପାଇଁ ତାଙ୍କୁ ପ୍ରଶଂସା କରାଯାଇଛି ।

ସସ୍ମିତ ପାତ୍ରଙ୍କୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା, କହିଲେ ‘ଉତ୍ତମ କହୁଛି’
sasmit-patra-appreciated-by-vice-president
ସସ୍ମିତ ପାତ୍ରଙ୍କୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା, କହିଲେ ‘ଉତ୍ତମ କହୁଛି’

ଶୁକ୍ରବାର ଶୂନ୍ୟକାଳରେ ସାଂସଦ ପାତ୍ର ଓଡ଼ିଆରେ ମହାନଦୀ ପ୍ରସଙ୍ଗ ଉଠାଇଥିଲେ । ତାଙ୍କ ବକ୍ତବ୍ୟ ପରେ ଗୃହର ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ଓଡ଼ିଆରେ କହିଥିଲେ ଉତ୍ତମ କହୁଛି । ଏହା ସହ ସାଂସଦଙ୍କୁ ଧନ୍ୟବାଦ ଦେଇଥିଲେ । ପରେ ସସ୍ମିତଙ୍କ ନାଁରେ ନିଜ ସ୍ବାକ୍ଷରିତ ଏକ ପ୍ରଶଂସାପତ୍ର ଦେଇଥିଲେ । ଯାହାକୁ ସାଂସଦ ନିଜ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ଉପରାଷ୍ଟ୍ରପତି ଭେଂକିୟା ନାଇଡୁ ଙ୍କ ପ୍ରଶଂସା। ଗତ 6 ମାସ ମଧ୍ୟରେ କ୍ରମାଗତ ତୃତୀୟ ଥର ପାଇଁ ତାଙ୍କୁ ପ୍ରଶଂସା କରାଯାଇଛି। ଆଜି ଶୁନ୍ୟ କାଳରେ ଓଡ଼ିଆରେ ମହାନଦୀ ପ୍ରସଙ୍ଗ ଉଠାଇଥିଲେ ସସ୍ମିତ। ତାଙ୍କ ବକ୍ତବ୍ୟ ପରେ ଗୃହର ଅଧ୍ୟକ୍ଷ ଭେଂକିୟା ନାଇଡୁ ଓଡ଼ିଆରେ କହିଥିଲେ ଉତ୍ତମ କହୁଛି। ଧନ୍ୟବାଦ ଆପ କୋ।ପରେ ସସ୍ମିତଙ୍କ ନାଁରେ ନିଜ ସ୍ୱାକ୍ଷରରେ ଏକ ପ୍ରସଂସାପତ୍ର ଦେଇଥିଲେ। ନିଜେ ସାଂସଦ ଏହାକୁ ଟ୍ୱିଟ କରିଛନ୍ତି।

Body:ସସ୍ମିତ ପାତ୍ରConclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.