ETV Bharat / city

ମୋଦିଙ୍କ ଐତିହାସିକ ନିଷ୍ପତ୍ତି ପାଇଁ ସମୀର ମହାନ୍ତିଙ୍କ ଧନ୍ୟବାଦ

ଏନଡିଏରୁ ଓଡିଶାର ଦ୍ବୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ

ମୋଦିଙ୍କ ଏୈତିହାସିକ ନିଷ୍ପତ୍ତି ପାଇଁ ଧନ୍ୟବାଦ ଜଣାଇଛନ୍ତି ସମୀର ମହାନ୍ତି

author img

By

Published : Jun 22, 2022, 9:25 PM IST

ଭୁବନେଶ୍ବର: ଏନଡିଏରୁ ଓଡିଶାର ଦ୍ବୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି । ମୋଦିଙ୍କ ଏହି ଐତିହାସିକ ନିଷ୍ପତ୍ତି ପାଇଁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

ମୋଦିଙ୍କ ଏୈତିହାସିକ ନିଷ୍ପତ୍ତି ପାଇଁ ଧନ୍ୟବାଦ ଜଣାଇଛନ୍ତି ସମୀର ମହାନ୍ତି

ସମୀର ମହାନ୍ତି କହିଛନ୍ତି, ‘‘ଓଡ଼ିଆ ଜାତିକୁ ଏହା ସର୍ବଶ୍ରେଷ୍ଠ ପୁରସ୍କାର । ପୂର୍ବ ଭାରତର ପୂର୍ବଦୋୟ ହୋଇଛି । ପ୍ରଧାନମନ୍ତ୍ରୀଙ୍କର ବିକାଶ ଅନ୍ତିମ ଧାଡ଼ିରେ ଯାଇ ପହଞ୍ଚିଛି । ଗୋଟିଏ ସାଧାରଣ ପରିବାର ମୟୂରଭଞ୍ଜର ଆଦିବାସୀ ଅଞ୍ଚଳର ମହିଳା, ଝଡଝଞ୍ଜାକୁ ପ୍ରତିହିତ କରି ଜୀବନ ସଂଗ୍ରାମ ଲଢ଼ିଛନ୍ତି ଦ୍ବୌପଦୀ । ଜୀବନ ପରୀକ୍ଷାରେ ଦ୍ବୌପଦୀ ଉତ୍ତୀର୍ଣ୍ଣ ହୋଇଛନ୍ତି l କାଉନ୍ସିଲରରୁ ରାଷ୍ଟ୍ରପତି ହେବା, ଦ୍ବୌପଦୀଙ୍କ ଜୀବନ ସମସ୍ତ ବିଜେପି କର୍ମୀଙ୍କୁ ପ୍ରଭାବିତ କରିଛି l’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.