ETV Bharat / city

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ନଡ୍ଡାଙ୍କୁ ଭେଟିଲେ ସମୀର ମହାନ୍ତି - ସମୀର ମହାନ୍ତି ଜେପି ନଡ଼ା ସାକ୍ଷାତ

ବୁଧବାର ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିପେଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ଼୍ଡାଙ୍କୁ ସାକ୍ଷାତ କରିଛନ୍ତି । ଅଧିକ ପଢନ୍ତୁ

ସମୀର ମହାନ୍ତିଙ୍କ କେନ୍ଦ୍ରୀୟ ସଭାପତି ଜେପି ନଡ଼ାଙ୍କୁ ସାକ୍ଷାତ

author img

By

Published : Dec 10, 2021, 10:15 PM IST

ଭୁବନେଶ୍ବର: ବୁଧବାର ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିପେଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ଼୍ଡାଙ୍କୁ ସାକ୍ଷାତ କରିଛନ୍ତି । ରାଜ୍ୟର ସାମ୍ପ୍ରତିକ ରାଜନୈତିକ ସ୍ଥିତି, ଦଳର ସାଙ୍ଗଠନିକ କାର୍ଯ୍ୟ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ମହିଳାଙ୍କ ପ୍ରତି ନିର୍ଯ୍ୟାତନା ଆଦି ପ୍ରସଙ୍ଗରେ ଅବଗତ କରାଇଛନ୍ତି ।

ସମୀର ମହାନ୍ତିଙ୍କ କେନ୍ଦ୍ରୀୟ ସଭାପତି ଜେପି ନଡ଼ାଙ୍କୁ ସାକ୍ଷାତ

ଏହାସହ ପିଏମ ଆବାସ ଯୋଜନାରେ କେଳେଙ୍କାରୀ, ମମିତା ମେହେର ପ୍ରସଙ୍ଗ, ଟେଣ୍ଡର ଫିକ୍ସିଂ, ଓମ୍ବଡ଼ସି, ଡିଏମ୍ଏଫ ପାଣ୍ଠିର ଅପବ୍ୟବହାର, ବିଭିନ୍ନ ମାମଲାରେ ମନ୍ତ୍ରୀଙ୍କ ସମ୍ପୃକ୍ତି, ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତା ନେଇ ମଧ୍ୟ ଜଣାଇଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.