ETV Bharat / city

ରାତି ପାହିଲେ ଆଲୋକର ପର୍ବ: ପୟା ଶ୍ରାଦ୍ଧ ସାମଗ୍ରୀ କିଣିବାକୁ ବଜାରରେ ଭିଡ଼

author img

By

Published : Nov 13, 2020, 8:04 PM IST

Updated : Nov 13, 2020, 8:59 PM IST

ରାତି ପାହିଲେ ଆଲୋକର ପର୍ବ ଦିପାବଳୀ। ତା ସାଙ୍ଗକୁ ଆଜି ହେଉଛି ଧନବନ୍ତରୀ ଜୟନ୍ତୀ। ମା ଲକ୍ଷ୍ମୀଙ୍କ ସାଙ୍ଗକୁ ପୂର୍ବ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଅର୍ପଣ କରିବାର ପରମ୍ପରା ବହୁତ ପୁରୁଣା। ଅଧିକ ପଢନ୍ତୁ..

ରାତି ପାହିଲେ ଆଲୋକର ପର୍ବ:ପୟା ଶ୍ରାଦ୍ଧ ସାମଗ୍ରୀ କିଣିବାକୁ ବଜାରରେ  ଲାଗୁଛି ଭିଡ଼

ଭୁବନେଶ୍ବର: ରାତି ପାହିଲେ ଆଲୋକର ପର୍ବ ଦିପାବଳୀ। ତା ସାଙ୍ଗକୁ ଆଜି ହେଉଛି ଧନବନ୍ତରୀ ଜୟନ୍ତୀ। ମା ଲକ୍ଷ୍ମୀଙ୍କ ସାଙ୍ଗକୁ ପୂର୍ବ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଅର୍ପଣ କରିବାର ପରମ୍ପରା ବହୁତ ପୁରୁଣା।

ରାତି ପାହିଲେ ଆଲୋକର ପର୍ବ: ପୟା ଶ୍ରାଦ୍ଧ ସାମଗ୍ରୀ କିଣିବାକୁ ବଜାରରେ ଭିଡ଼
ଏଥିପାଇଁ ବିଭିନ୍ନ ପ୍ରକାର ସାମଗ୍ରୀ କିଣିବା ପାଇଁ ରାଜଧାନୀର ବିଭିନ୍ନ ମାର୍କେଟରେ ଲୋକମାନଙ୍କର ଭିଡ଼ ଦେଖିବାକୁ ମିଳିଛି। କୋରୋନା କଟକଣା ସମୟରେ ଲୋକମାନଙ୍କ ମନରେ ଭୟ ଥିଲେ ସୁଦ୍ଧା ସେମାନେ ପରମ୍ପରା ବଜାୟ ରଖିବା ଉଦ୍ଦେଶ୍ୟରେ ବଜାର କୁ ଆସିଛନ୍ତି ।

ତେବେ ରାଜ୍ୟର ବିଭିନ୍ନ ସ୍ଥାନରୁ କାଉଁରିଆ କାଠି, କଦଳୀ ଗଛ, ଆଖୁ, ବରକୋଲ ପତ୍ର,କଇଁ ଫୁଲ,ଦୀପ ଓ ତେଲ ଆଣି ଆସିଥିବା ବେପାରୀ ମାନେ କିଛି ଭଲ ବ୍ୟବସାୟ କରିବା ଲକ୍ଷ୍ୟରେ ଆସିଥିଲେ ମଧ୍ୟ ଆଶାନୁରୂପକ ବ୍ୟବସାୟ ହୋଇ ନଥିବା କହିଛନ୍ତ ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Last Updated : Nov 13, 2020, 8:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.