ETV Bharat / city

ସରକାରୀ ପ୍ରୋତ୍ସାହନ ଅପେକ୍ଷାରେ ବିସ୍ମୟ ବାଳକ ବୁଦ୍ଧାଦିତ୍ୟ

ବୁଧିଆ ସିଂ ପରେ ସରକାରୀ ପ୍ରୋତ୍ସାହନ ଅପେକ୍ଷାରେ ବିରଳ ପ୍ରତିଭା ବୁଦ୍ଧାଦିତ୍ୟ ।

author img

By

Published : Oct 15, 2019, 8:10 AM IST

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଭୁବନେଶ୍ବର: ପୁଣି ଓଡିଶାରେ ଆଉ ଜଣେ ବୁଧିଆ ସିଂହ । ନାମ ବୁଦ୍ଧାଦିତ୍ୟ ସ୍ବାଇଁ । ବୟସ ମାତ୍ର 5 । ହାଇଦ୍ରାବାଦ ସହରରେ ନନଷ୍ଟପ 21 କିଲୋମିଟରରୁ ଅଧିକ ଦୌଡ଼ି ଚର୍ଚ୍ଚାକୁ ଆସିଥିବା ଓଡ଼ିଶାର ବିରଳ ପ୍ରତିଭା ବୁଦ୍ଧାଦିତ୍ୟ ।

ରାଜ୍ୟ ସରକାରଙ୍କର କ୍ରୀଡାମନ୍ତ୍ରୀଙ୍କ ଠାରୁ ବୁଦ୍ଧାଦିତ୍ୟକୁ ମିଳିଛି ଦୂରଦର୍ଶୀ ସମ୍ନାନ । ମାତ୍ର କ୍ରୀଡା ବିଭାଗ ସେତିକିରେ କର୍ତ୍ତବ୍ୟ ସାରି ଦେଇଛି । ଉପଯୁକ୍ତ ପ୍ରଶିକ୍ଷଣ ଓ ଆବଶ୍ୟକୀୟ ସରଞ୍ଜାମ ନାହିଁ । ଯେଉଁ ବୟସରେ ଖେଳିବା ବୁଲିବା କଥା, ସେତେବେଳେ ସେ ଅବିଶ୍ବସନୀୟ ଦୌଡ ଲଗାଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ନିକଟରେ ଡ଼ିକେଥଲନ ପକ୍ଷରୁ ହୋଇଥିବା ମାରାଥନରେ ଭାଗ ନେଇ କଟକ- ଫୁଲନଖରାରୁ ପୁରୀ କେନାଲ ରୋଡ଼ ପର୍ଯ୍ୟନ୍ତ ଦୌଡିଛି । ସବୁ ଦୌଡ଼ ଇଭେଣ୍ଟରେ ନିଜ ପକେଟରୁ ଖର୍ଚ୍ଚ କରି ପୁଅକୁ ପ୍ରତିଯୋଗିତାରେ ସ୍ଥାନ ଦିଅନ୍ତି ବୁଦ୍ଧାଦିତ୍ୟଙ୍କ ବାପା । ସରକାରୀ ପ୍ରୋତ୍ସାହନ ମିଳିଲେ ବାଳକ ବୁଦ୍ଧାଦିତ୍ୟ ଓଡିଶା ପାଇଁ ଗୌରବ ଆଣିପାରିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ବୁଧିଆ ସିଂ ପରେ ପୁଣି ଓଡିଶା ରେ ବୁଦ୍ଧ।ଦିତ୍ୟ , ମିଳିପାରୁନି ସରକାରୀ ସହାୟତା ,ଚିନ୍ତା ରେ ପରିବାର ଲୋକେ

ବୁଦ୍ଧ।ଦିତ୍ୟ ସ୍ୱାଇଁ ବୟସ ମାତ୍ର 5। ହେଲେ ଏକା ସାଙ୍ଗ ରେ ଦୌଡି ଜାଆନ୍ତି ଅନେକ ବାଟ। କେତେବେଳେ ହାଇଦ୍ରାବାଦ ଭଳି ସହର ରେ ନନଷ୍ଟପ 21 କିଲେମିଟର ରୁ ଉର୍ଦ୍ଧ ଦୌଡ଼ି ଚର୍ଚ୍ଚା କୁ ଆସି ଥିବା ଓଡ଼ିଶାର ବିରଳ ପ୍ରତିଭା ବୁଦ୍ଧ।ଦିତ୍ୟ ଙ୍କ ପରିବାର କୁ ମାଡି ଆସୁଥିବା ଅର୍ଥ ର ଚିନ୍ତା। କାରଣ ସବୁ ଦୌଡ଼ ଇଭେଣ୍ଟ ରେ ପରିବାର ଲୋକେ ନିଜ ପକେଟ ରୁ ପଇସା ସାରି ବୁଦ୍ଧ।ଦିତ୍ୟ କୁ ଭାଗ ନେବା ରେ କଷ୍ଟସାଧ୍ୟ ହୋଇ ପଡୁଛି। କିଛି ଦିନ ତଳେ ଖୁଦ ରାଜ୍ୟ କ୍ରୀଡ଼ା ବିଭାଗ ର ମନ୍ତ୍ରୀ ବୁଦ୍ଧ।ଦିତ୍ୟ କୁ ଦୂରଦର୍ଶୀ ସମ୍ନାନ ରେ ସାମ୍ନାନିତ କରି ଥିଲେ । ହେଲେ ଭଲ କେଚ ସହ ସରକାରୀ ସହାୟତା ମିଳିଲେ ବୁଦ୍ଧ।ଦିତ୍ୟ ଓଡ଼ିଶାର ନାଁ କୁ ଗୌରବମୟ କରନ୍ତ ବୋଲି ବୁଦ୍ଧ।ଦିତ୍ୟ ର ବାପା ପ୍ରାକସ କରିଛନ୍ତି। ଅନ୍ୟ ପଟେ ଗତ କାଲି ବୁଦ୍ଧ।ଦିତ୍ୟ ଡ଼ିକେଥଲନ ତରଫ ରୁ ହୋଇ ଥିବା ମାରାଥନ ରେ ଭାଗ ନେଇ ଏକ ନିଶ୍ୱାସ ରେ କଟକ ସ୍ଥିତ ଫୁଲନଖରା ଠାରୁ ପୁରୀ କେନାଲ ରେଡ଼ ପର୍ଯ୍ୟନ୍ତ ଦୌଡ଼ଛି।

ବାଇଟ ବୁଦ୍ଧ।ଦିତ୍ୟ ଙ୍କ ବାପା

Body:ବୁଧିଆ ସିଂ ପରେ ପୁଣି ଓଡିଶା ରେ ବୁଦ୍ଧ।ଦିତ୍ୟ , ମିଳିପାରୁନି ସରକାରୀ ସହାୟତା ,ଚିନ୍ତା ରେ ପରିବାର ଲୋକେ

ବୁଦ୍ଧ।ଦିତ୍ୟ ସ୍ୱାଇଁ ବୟସ ମାତ୍ର 5। ହେଲେ ଏକା ସାଙ୍ଗ ରେ ଦୌଡି ଜାଆନ୍ତି ଅନେକ ବାଟ। କେତେବେଳେ ହାଇଦ୍ରାବାଦ ଭଳି ସହର ରେ ନନଷ୍ଟପ 21 କିଲେମିଟର ରୁ ଉର୍ଦ୍ଧ ଦୌଡ଼ି ଚର୍ଚ୍ଚା କୁ ଆସି ଥିବା ଓଡ଼ିଶାର ବିରଳ ପ୍ରତିଭା ବୁଦ୍ଧ।ଦିତ୍ୟ ଙ୍କ ପରିବାର କୁ ମାଡି ଆସୁଥିବା ଅର୍ଥ ର ଚିନ୍ତା। କାରଣ ସବୁ ଦୌଡ଼ ଇଭେଣ୍ଟ ରେ ପରିବାର ଲୋକେ ନିଜ ପକେଟ ରୁ ପଇସା ସାରି ବୁଦ୍ଧ।ଦିତ୍ୟ କୁ ଭାଗ ନେବା ରେ କଷ୍ଟସାଧ୍ୟ ହୋଇ ପଡୁଛି। କିଛି ଦିନ ତଳେ ଖୁଦ ରାଜ୍ୟ କ୍ରୀଡ଼ା ବିଭାଗ ର ମନ୍ତ୍ରୀ ବୁଦ୍ଧ।ଦିତ୍ୟ କୁ ଦୂରଦର୍ଶୀ ସମ୍ନାନ ରେ ସାମ୍ନାନିତ କରି ଥିଲେ । ହେଲେ ଭଲ କେଚ ସହ ସରକାରୀ ସହାୟତା ମିଳିଲେ ବୁଦ୍ଧ।ଦିତ୍ୟ ଓଡ଼ିଶାର ନାଁ କୁ ଗୌରବମୟ କରନ୍ତ ବୋଲି ବୁଦ୍ଧ।ଦିତ୍ୟ ର ବାପା ପ୍ରାକସ କରିଛନ୍ତି। ଅନ୍ୟ ପଟେ ଗତ କାଲି ବୁଦ୍ଧ।ଦିତ୍ୟ ଡ଼ିକେଥଲନ ତରଫ ରୁ ହୋଇ ଥିବା ମାରାଥନ ରେ ଭାଗ ନେଇ ଏକ ନିଶ୍ୱାସ ରେ କଟକ ସ୍ଥିତ ଫୁଲନଖରା ଠାରୁ ପୁରୀ କେନାଲ ରେଡ଼ ପର୍ଯ୍ୟନ୍ତ ଦୌଡ଼ଛି।

ବାଇଟ ବୁଦ୍ଧ।ଦିତ୍ୟ ଙ୍କ ବାପା

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.