ETV Bharat / city

Assembly Winter Session: କେନ୍ଦ୍ରୀୟ ଅବହେଳାକୁ ଅସ୍ତ୍ର କରିବ BJD

author img

By

Published : Nov 30, 2021, 9:08 PM IST

ଆରମ୍ଭ ହେବ ଶୀତକାଳୀନ ବିଧାନସଭା ଅଧିବେଶନ । ବିରୋଧୀମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି । ଶାସକ ଦଳ ବିଧାୟକ ମଧ୍ୟ ସମସ୍ତ ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ଜାବାବ ଦେବାକୁ ନିଜକୁ ପ୍ରସ୍ତୁତ କରିଛନ୍ତି । ଅଧିକ ପଢ଼ନ୍ତୁ

Odisha Assembly Preparation: ଆଗତ ହେବ ଅତିରିକ୍ତ ବଜେଟ, ବିରୋଧୀଙ୍କୁ ଉତ୍ତର ଦେବ ଶାସକ ଦଳ

ଭୁବନେଶ୍ବର: ବୁଧବାରଠୁ ଆରମ୍ଭ ହେବ ଶୀତକାଳୀନ ବିଧାନସଭା ଅଧିବେଶନ ( assembly winter session) । ଏହି ଅଧିବେଶନରେ କେନ୍ଦ୍ରୀୟ ଅବହେଳାକୁ ଅସ୍ତ୍ର କରିବ ବିଜେଡି । ଏହାପୂର୍ବରୁ ମଙ୍ଗଳବାର ବିଜେଡି ବିଧାୟକ ଦଳର ବୈଠକ ଆୟୋଜିତ ହୋଇଛି (BJD legislative party meeting ) ।

ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଆଗତ ହେବ ଅତିରିକ୍ତ ବଜେଟ ( supplementary budget to be tabled in odisha assembly) । ସେପଟେ ବିରୋଧୀମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି । ଶାସକ ଦଳ ବିଧାୟକ ମଧ୍ୟ ସମସ୍ତ ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ଜାବାବ ଦେବାକୁ ନିଜକୁ ପ୍ରସ୍ତୁତ କରିଛନ୍ତି ।

ତେବେ କେନ୍ଦ୍ରୀୟ ଅବହେଲାକୁ ବିଧାନସଭାରେ ବଡ଼ ଆୟୁଧ କରିବ ଶାସକ ଦଳ । ବିଧାୟକ ଦଳ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ର ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରିବ ବିଜେଡି । ସ୍ୱାମୀନାଥନ କମିଟିର ସୁପାରିଶ କାର୍ଯ୍ୟକାରୀ କରିବା, ଉପାନ୍ତ ଅଞ୍ଚଳରେ ଗୃହ ନ ମିଳିବା, ଦରଦାମ ବୃଦ୍ଧି, ରନ୍ଧନ ଗ୍ୟାସ ଦରବୃଦ୍ଧି, ରାଜ୍ୟର କୋଇଲା ରାୟାଲଟି ବୃଦ୍ଧି ନହେବା, ଆଦିବାସୀମାନଙ୍କୁ ଗୃହ ନ ମିଳିବା ଓ ସାର ଆଭାଵ ପ୍ରସଙ୍ଗ ଉଠାଇବ ବିଜେଡି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.