ETV Bharat / city

ଜେଲ ଗଲେ ରାଜସ୍ବ ବିଭାଗର କୋଟିପତି ସ୍ବତନ୍ତ୍ର ସଚିବ ଅଜୟ ଦାସ

author img

By

Published : Aug 14, 2020, 9:56 AM IST

Updated : Aug 14, 2020, 10:28 AM IST

revenue dept special secretary ajay das, ajay das, ajay das in jail, ajay das arrest update, vigillance raid, ajay das in vigillance trap, ରାଜସ୍ବ ବିଭାଗ ସ୍ବତନ୍ତ୍ର ସଚିବ ଅଜୟ ଦାସ, ଅଜୟ ଦାସ, ଅଜୟ ଦାସ ଗିରଫ, ଭିଜିଲାନ୍ସ ଚଢାଉ, ଭିଜିଲାନ୍ସ ଜାଲରେ ଅଜୟ ଦାସ, ଝାରପଡା ଜେଲରେ ଅଜୟ ଦାସ
ଜେଲ ଗଲେ ରାଜସ୍ବ ବିଭାଗର କୋଟିପତି ସ୍ବତନ୍ତ୍ର ସଚିବ ଅଜୟ ଦାସ

09:42 August 14

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲ ଗଲେ ରାଜସ୍ବ ବିଭାଗର କୋଟିପତି ସଚିବ ଅଜୟ ଦାସ । ଗୁରୁବାର ଏନେଇ ଭିଜିଲାନ୍ସ ଚଢାଉ ପରେ ତାଙ୍କ ପାଖରୁ ଏଯାବତ୍‌ 3କୋଟିରୁ ଉର୍ଦ୍ଧ୍ବ ଟଙ୍କା ସମେତ ବିଭିନ୍ନ ସହରରେ 8ଟି ପ୍ଲଟ ଓ 7ଟି ଘର ଥିବା ଜଣା ପଡିଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଶୁକ୍ରବାର ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡା ଜେଲ ସ୍ଥାନାନ୍ତର କରାଯାଇଛି ।  

ସୂଚନା ମୁତାବକ ଅଜୟ ଦାସ ବର୍ତ୍ତମାନ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରତ । ଆଗାମୀ ମାସରେ ଚାକିରୀରୁ ଅବସର ନେଇଥାଆନ୍ତେ ଅଜୟ ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 14, 2020, 10:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.