ETV Bharat / city

ବିମାନବନ୍ଦରର ହେବ ରିସର୍ଫେସିଂ କାମ; ବିମାନ ସେବା ହୋଇପାରେ ପ୍ରଭାବିତ - ବିଜୁ ପଟ୍ଟନାୟକ ବିମାନ ବନ୍ଦର

ବିଜୁ ପଟ୍ଟନାୟକ ବିମାନ ବନ୍ଦର ରନୱେର ହେବ ଉନ୍ନତି କରଣ । ଖୁବ ଶୀଘ୍ର ହେବ ରନୱେର ରିସର୍ଫେସିଂ କାମ। ଏନେଇ ଚାଲିଛି ଯୋଜନା। ପଢନ୍ତୁ ଅଧିକ....

PHOTO
bhubaneswar airport
author img

By

Published : Dec 30, 2019, 11:31 PM IST

ଭୁବନେଶ୍ବର: ଆଗକୁ ଭୁବନେଶ୍ବର ବିମାନ ବନ୍ଦରରେ ବିମାନ ସେବାରେ ବାଧା ଉପୁଜିବା ସ୍ପଷ୍ଟ । ଦିନେ କି ଦୁଇଦିନ ନୁହେଁ ପାଖାପାଖି 6 ମାସରୁ ଉର୍ଦ୍ଧ୍ବ ସମୟ ଧରି ଏହି ସମସ୍ୟା ଲାଗି ରହିବ। ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ରନୱେର ରିସର୍ଫେସିଂ କାର୍ଯ୍ୟ ହେବ।

ବିମାନବନ୍ଦରର ହେବ ରିସର୍ଫେସିଂ କାମ

ବିମାନ ବନ୍ଦରର ରିସର୍ଫେସିଂ ପାଇଁ ସମୟ ଧାର୍ଯ୍ୟ ହୋଇଛି। ଏଥିପାଇଁ ଚୁଡାନ୍ତ ନିଷ୍ପତ୍ତି ନିଆଯାଇଥିବା ବେଳେ, ଏହା ପୂର୍ବରୁ ପ୍ରାକ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଦୁଇଟି ପର୍ଯ୍ୟାୟରେ ରିସର୍ଫେସିଂ କରାଯିବ । ପ୍ରଥମେ ରାତି ୧୦ ଟାରୁ ସକାଳ ୬ ଟା ପର୍ଯନ୍ତ ଓ ପରେ ସକାଳ ୧୦ ଟାରୁ ସଂନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟ। ଏନେଇ ରାତି ସମୟରେ ଅନେକ ଫ୍ଲାଇଟ ଅପରେସନ ନଥିବା ବେଳେ ଏଥିରେ କୌଣସି ଅସୁବିଧା ହେବ ନାହିଁ ବୋଲି ବିମାନ ବନ୍ଦରର ନିର୍ଦ୍ଦେଶକ କହିଛନ୍ତି । ସେଥିପାଇଁ ସମସ୍ତ ବିମାନ କମ୍ପାନୀ ସହ ଆଲୋଚନା କରାଯାଉଥିବା ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ଭି ଭି ରାଓ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଫେବୃଆରୀରେ ବିମାନବନ୍ଦରର ରନୱେ ରିସର୍ଫେସିଂ,ବଦଳିପାରେ ବିମାନ ଚଳାଚଳ ସମୟ

Body:
ଫେବୃଆରିରୁ ଆରମ୍ଭ ହେଉଛି ବିମାନବନ୍ଦର ରନୱେ ରିସର୍ଫେସିଂ।ଭୁବନେଶ୍ବର ବିଜୁପଟ୍ଟନାୟକ ବିମାନବନ୍ଦରର ରିସର୍ଫେସିଂ ପାଇଁ ସମୟ ଧାର୍ଯ ହୋଇଛି।ଏଥିପାଇଁ ଚୁଡାନ୍ତ ନିଷ୍ପତି ନିଆଯାଇଥିବା ବେଳେ ।ଏହା ପୁର୍ବରୁ ପ୍ରାକ ପ୍ରସ୍ତୁତି ଆରମ୍ଭ କରାଯାଇଛି।ତେବେ ଦୁଇଟି ପର୍ଯାୟରେ ରିସର୍ଫେସିଂ କରାଯିବ।ପ୍ରଥମେ ରାତି ୧୦ଟାରୁ ସକାଳ ୬ ଟା ପର୍ଯନ୍ତ ।ପରେ ସକାଳ ୧୦ ଟାରୁ ସଂନ୍ଧ୍ଯା ୬ଟା ପର୍ଯନ୍ତ। ଏନେଇ ରାତି ସମୟରେ ଅନେକ ଫ୍ଲାଇଟ ଅପରେସନ ନଥିବା ବେଳେ ଏଥିରେ କୌଣସି ବାଧା ଉପୁଜିବ ନାହିଁ।ହେଲେ ଅନ୍ଯପଟେ ଦିନରେ ହେବାକୁ ଥିବା ରିସର୍ଫେସିଂ ପାଇଁ ଫ୍ଲାଇଟ ଅପରେସନ ଚାଇମ ସିଡ୍ଯୁଲଡ ପରିବର୍ତନ କରାଯିବ ବୋଲି ବିମାନ ବନ୍ଦର ନିର୍ଦେଶକ ଭି ଭି ରାଓ ସୁଚନା ଦେଇଛନ୍ତି।Conclusion:ବାଇଟ-ଭି ଭି ରାଓ,ଏୟାରପୋର୍ଟ ନିର୍ଦେଶକ

ଏୟାରପୋର୍ଟ ଭିଜୁଆଲ ଲଗେଇବେ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.