ETV Bharat / city

ମାଧ୍ୟମିକ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ନିଯୁକ୍ତି ପାଇଁ ଫଳ ପ୍ରକାଶ - ମାଧ୍ୟମିକ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ନିଯୁକ୍ତି

ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ତରଫରୁ ରାଜ୍ୟର ସରକାରୀ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଖାଲି ଥିବା ହିନ୍ଦୀ ଶିକ୍ଷକ ପଦବୀ ପାଇଁ ଅନଲାଇନ ପରୀକ୍ଷା ଫଳ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

ମାଧ୍ୟମିକ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ନିଯୁକ୍ତି ପାଇଁ ଫଳ ପ୍ରକାଶ

author img

By

Published : Oct 23, 2021, 10:32 PM IST

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ତରଫରୁ ରାଜ୍ୟର ସରକାରୀ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଖାଲି ଥିବା ହିନ୍ଦୀ ଶିକ୍ଷକ ପଦବୀ ପାଇଁ ଅନଲାଇନ ପରୀକ୍ଷାର ଫଳ ପ୍ରକାଶ ପାଇଛି ।

ମୋଟ ୯୫୩ ପ୍ରାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ତନ୍ମଧରୁ ୨୦୭ ଜଣ ସାଧାରଣ ବର୍ଗର, ୫୯୬ ଜଣ ଏସଇବିସି ବର୍ଗର, ୧୦୧ ଜଣ ଅନୁସୂଚିତ ଜାତି ଓ ୪୯ ଜଣ ଅନୁସୂଚିତ ଜନଜାତିର ପ୍ରାର୍ଥୀ ଅଟନ୍ତି ।

ଏହି ପ୍ରାର୍ଥୀମାନେ ତାଙ୍କ ପରୀକ୍ଷା ଫଳ ୱେବସାଇଟ dseodisha.in ରେ ଲଗଇନ କରି ଦେଖି ପାରିବେ । ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀ ମାନଙ୍କର ଡ଼କୁମେଣ୍ଟ ଯାଞ୍ଚ ୨୯ ତାରିଖରୁ ଆରମ୍ଭ ହେବ। ଏହାସହ ସବିଶେଷ ସୂଚନା ଖୁବଶୀଘ୍ର ୱେବସାଇଟରେ ପ୍ରକାଶିତ ହେବ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.