ETV Bharat / city

Panchayat Polls: 49 ବୁଥରେ ଚାଲିଛି ସାନି ମତଦାନ - ରାଜ୍ୟରେ ସାନି ମତଦାନ ଖବର

ବିଭିନ୍ନ କାରଣ ନେଇ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଭୋଟଦାନ ହୋଇପାରିନଥିବା ୪9ଟି ବୁଥରେ ଆଜି ସାନି ମତଦାନ ହେଉଛି । ସକାଳ ୯ଟାରୁ ଆରମ୍ଭ ହୋଇଥିବା ମତଦାନ ଦିନ ୩ଟା ପର୍ଯ୍ୟନ୍ତ ଚାଲିବ । ଅଧିକ ପଢନ୍ତୁ

Repolling begins
Repolling begins
author img

By

Published : Feb 23, 2022, 9:29 AM IST

Updated : Feb 23, 2022, 12:37 PM IST

ଭୁବନେଶ୍ବର: ବିଭିନ୍ନ କାରଣ ନେଇ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଭୋଟଦାନ ହୋଇପାରିନଥିବା ୪9ଟି ବୁଥରେ ଆଜି ସାନି ମତଦାନ ହେଉଛି । ସକାଳ ୯ଟାରୁ ଆରମ୍ଭ ହୋଇଥିବା ମତଦାନ ଦିନ ୩ଟା ପର୍ଯ୍ୟନ୍ତ ଚାଲିବ । ଏହି ବୁଥଗୁଡିକରେ ଗଣ୍ଡଗୋଳ ଓ ଅନିୟମିତତା ଅଭିଯୋଗ ଆସିଥିଲା ।

ଯାଜପୁର, ପୁରୀ ଏବଂ ଭଦ୍ରକ ସହ ମୋଟ 10ଟି ଜିଲ୍ଲାରେ ପୁନଃ ମତଦାନ ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ 25 ଟି ବୁଥ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 24ଟି ବୁଥରେ ସାନି ଭୋଟିଂ ଜାରି ରହିଛି । ଯାଜପୁରରେ 24ଟି ବୁଥରେ ପୁନଃ ମତଦାନ ଚାଲିଛି । ରାଜ୍ୟରେ ପ୍ରାୟ 10ଟି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ କାରଣ ବଶତଃ ମତଦାନ ବାଧାପ୍ରାପ୍ତ ହୋଇଥିଲା।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Feb 23, 2022, 12:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.