ଭୁବନେଶ୍ୱର: ଅନୁଗୋଳରେ ସର୍ବାଧିକ ତାପମାତ୍ରା ସହ ରେକର୍ଡ ସୃଷ୍ଟି କରିଛି । ଦିନ ତାପମାତ୍ରା ସର୍ବାଧିକ 40.1 ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱରରେ ତାପମାତ୍ରା 40 ଡିଗ୍ରୀ ରହିଥିଲା । ଆସନ୍ତା ୨୪ ଘଣ୍ଟା ଅର୍ଥାତ ସୋମବାର ମଧ୍ୟରେ ତାପମାତ୍ରା ବୃଦ୍ଧି ପାଇବ । ଆସନ୍ତା ୩, ୪ ଦିନ ମଧ୍ୟରେ ଦିନରେ ସ୍ୱାଭାବିକ ତାପମାତ୍ରା ୩ ରୁ ୪ ଡିଗ୍ରୀ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଉପକୂଳ କିଛି ସ୍ଥାନରେ ହାଲକା କୁହୁଡି ଦେଖା ଦେବାର ସମ୍ଭାବନା ରହିଛି ।
ଅନୁଗୋଳ ସବୁଠୁ ଉତ୍ତପ୍ତ ସହର - ଅନୁଗୋଳ ସବୁଠୁ ଉତ୍ତପ୍ତ ସହର
ଅନୁଗୋଳରେ ସର୍ବାଧିକ ତାପମାତ୍ରା ସହ ରେକର୍ଡ ସୃଷ୍ଟି କରିଛି । ଦିନ ତାପମାତ୍ରା ସର୍ବାଧିକ 40.1 ଡିଗ୍ରୀ ରେକର୍ଡ ହୋଇଛି । ଅଧିକ ପଢନ୍ତୁ...