ETV Bharat / city

ପ୍ରାଥମିକ ଶ୍ରେଣୀ ପୁନଃ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷାଙ୍କ ସୁପାରିସ - State Government

ପ୍ରାଥମିକ ଶ୍ରେଣୀ ଖୋଲିବାକୁ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସରକାରଙ୍କୁ ସୁପାରିଶ କରିଛନ୍ତି। ଅଧିକ ଦିନ ସ୍କୁଲ ବନ୍ଦ ରହିଲେ ପିଲାଙ୍କ ମାନସିକ ସନ୍ତୁଳନ ବିଗିଡିବା ଆଶଙ୍କା କଲା ଆୟୋଗ । ସ୍ବତନ୍ତ୍ର SOP ଆଣି ସ୍କୁଲ ଖୋଲିବାକୁ ସୁପାରିସ । ଅଧିକ ପଢନ୍ତୁ...

ପ୍ରାଥମିକ ଶ୍ରେଣୀ ପୁନଃ ଖୋଲିବା ପାଇଁ ରଜ୍ୟ ସରକାରଙ୍କୁ ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷାଙ୍କ ସୁପାରିସ

author img

By

Published : Aug 19, 2021, 10:22 PM IST

ଭୁବନେଶ୍ବର: ପ୍ରାଥମିକ ଶ୍ରେଣୀ ପାଠପଢା ଆରମ୍ଭ କରିବାକୁ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସରକାରଙ୍କୁ ସୁପାରିଶ କରିଛନ୍ତି। ଗଣଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗକୁ ସୁପାରିଶ କରିଛନ୍ତି ଆୟୋଗ ଅଧ୍ୟକ୍ଷା ସଂନ୍ଧ୍ୟାବତୀ ପ୍ରଧାନ। ଏଥିସହିତ ଏସମ୍ପର୍କରେ ଏକ SOP ଆଣିବାକୁ ମଧ୍ୟ ସୁପାରିଶରେ ପରାମର୍ଶ ଦିଆଯାଇଛି ।

ପ୍ରାଥମିକ ଶ୍ରେଣୀ ପୁନଃ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷାଙ୍କ ସୁପାରିସ

ଶିଶୁମାନଙ୍କୁ ସୁରକ୍ଷା ବଳୟ ଭିତରେ ରଖିବାକୁ ଏକ SOP ଜାରି କରିବାକୁ ସୁପାରିଶରେ ଦର୍ଶାଯାଇଛି । ଗତକାଲି ସବୁ SDMO, RMRC ନିର୍ଦ୍ଦେଶିକା, ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ କମିଶନ ଅଧ୍ୟକ୍ଷାଙ୍କ ସହ ଆଲୋଚନା ହୋଇଥିଲା । ଶିଶୁମାନେ ଦୀର୍ଘଦିନ ହେଲା ଘରେ ମାନସିକ ଭାବେ ଚାପଗ୍ରସ୍ତ ହେଉଛନ୍ତି । ଦୀର୍ଘଦିନ ଧରି ସ୍କୁଲ ବନ୍ଦ ରହିଲେ ଶାରୀରିକ ବିକାଶରେ ମଧ୍ୟ ବାଧକ ହେବ ବୋଲି ଅନେକ ବିଶେଷଜ୍ଞ ମତ ଦେଇଛନ୍ତି ।

ଏଥିପାଇଁ ଅଗ୍ରାଧିକାର ଭିତ୍ତିରେ 6ଷ୍ଠ ରୁ 8ମ ଶ୍ରେଣୀ ଖୋଲିବାକୁ ପରାମର୍ଶ ଦେଇଛନ୍ତି। ଦିନେ ଛଡ଼ା ଦିନେ ବା ଅଡ଼-ଇଭିନ ଫର୍ମୁଲା ବ୍ୟବହାର କରି ସ୍କୁଲ ଖୋଲିହେବ । ବିଦ୍ୟାଳୟ ଖୋଲିବା ପୂର୍ବରୁ ବିଦ୍ୟାଳୟ ପରିଚାଳନା କମିଟି (SMC) ସହିତ ପରାମର୍ଶ ନେବାକୁ ମଧ୍ୟ ପଡିବ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.