ETV Bharat / city

ନିଲମ୍ବନ ପରେ ନିରଞ୍ଜନଙ୍କୁ ଇତିଶଙ୍କ ଟାର୍ଗେଟ - ଇତିଶ ପ୍ରଧାନ

ଛାତ୍ର କଂଗ୍ରେସ ଆବାହକ ପଦରୁ ନିଲମ୍ବିତ ହେବା ପରେ ମୁହଁ ଖୋଲିଲେ ଇତିଶ ପ୍ରଧାନ। ନିଲମ୍ବନକୁ ଗ୍ରହଣ କରୁନାହିଁ ବୋଲି କହିବା ସହ ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ତାଙ୍କର ନାହିଁ ବୋଲି କହିଛନ୍ତି ସେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 16, 2019, 2:50 PM IST

ଭୁବନେଶ୍ବର: ଛାତ୍ର କଂଗ୍ରେସ ଆବାହକ ପଦରୁ ନିଲମ୍ବନ ପରେ ମୁହଁ ଖୋଲିଲେ ଇତିଶ ପ୍ରଧାନ । ନିଲମ୍ବନକୁ ଗ୍ରହଣ କରୁନାହିଁ ବୋଲି କହିବା ସହ ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ତାଙ୍କର ନାହିଁ ବୋଲି କହିଛନ୍ତି ସେ।

ମୋତେ ଛାତ୍ର କଂଗ୍ରେସରୁ ବହିଷ୍କାର କରାଯାଇଛି, କଂଗ୍ରେସରୁ ନୁହେଁ ବୋଲି ମଧ୍ୟ ସେ କହିଛନ୍ତି । ଏହାସହ ନିରଞ୍ଜନ ପଟ୍ଟନାୟକ ଯୁଆଡେ ଯିବେ ଅଣ୍ଡା ମାଡ ହେବ ଓ ଏଆଇସିସି ଅଫିସ୍‌ ସମ୍ମୁଖରେ ଅନଶନ କରାଯିବ ବୋଲି ନିଲମ୍ବିତ ହେବା ପରେ କଂଗ୍ରେସ ଭବନକୁ ଆସି ଏହା କହିଛନ୍ତି ଇତିଶ ପ୍ରଧାନ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେପଟେ ଇତିଶଙ୍କ ଉପରେ ପ୍ରତିକ୍ରିୟା ରଖି ଗାଲୁଆଙ୍କର ବାରବାଟି ଚାଷ ବୋଲି କହିଛନ୍ତି ପୂର୍ବତନ ପିସିସି ମୁଖପାତ୍ର ପଦ୍ମଙ୍କର ଗୁରୁ । ଏଥିସହ ଅଣ୍ଡାମାଡର ଜବାବ କଂଗ୍ରେସ କର୍ମୀ ଦେବେ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଓଡିଶା ଛାତ୍ର କଂଗ୍ରେସ ଆବାହକ ଇତିଶ ପ୍ରଧାନଙ୍କୁ ନିଲମ୍ବିତ ହେବା ପରେ ସେ ଏନେଇ ମୁହଁ ଖୋଲିଛନ୍ତି। କହିଛନ୍ତି ନିଳମ୍ବନକୁ ମୁଁ ଗ୍ରହଣ କରୁନାହିଁ। ମୋ ନିଳମ୍ବନ ବିଷୟରେ NSUI ସଭାପତି ଜାଣିନାହାନ୍ତି। ମୋତେ ନିଲମ୍ବନ କରିବାର ଅଧିକାର ନାହିଁ ଯିଏ କରିଛନ୍ତି।
ମୋତେ ଛାତ୍ର କଂଗ୍ରେସରୁ ବହିଷ୍କାର କରାଯାଇଛି, କଂଗ୍ରେସରୁ ନୂହେଁ।
ଶାସକ ଦଳ ସହ ହାତ ମିଳାଇ ଯେଉଁ ମାନେ କଂଗ୍ରେସର କ୍ଷତି ପହଞ୍ଚିଛନ୍ତି ତାଙ୍କ ମୁଖା ଖୋଲିବୁ।
ନିରଞ୍ଜନ ଯୁଆଡେ ଯିବେ ଆଣ୍ଡା ମାଡ ହେବ।
AICC ଅଫିସ ସମ୍ମୁଖରେ ଅନଶନ ହେବ।
ଯୁବ ସଂଗଠନ କରି କଂଗ୍ରେସ ସହ କାମ କରିବି।
ନିଳମ୍ବନ ପରେ କଂଗ୍ରେସ ଭବନକୁ ଆସି ପ୍ରତିକ୍ରିୟା ରଖିଲେ ଇତିଶ୍ ପ୍ରଧାନ। ଏନେଇ ପୁର୍ବତନ ପିସିସି ମୁଖପାତ୍ର ପଦ୍ମାକର ଗୁରୁଙ୍କ ପ୍ରତିକ୍ରିୟା।
ଇତିଶଙ୍କ ଉପରେ ରଖିଲେ ପ୍ରତିକ୍ରିୟା। ଇତିଶଙ୍କ କଥା ଗାଲୁଆଙ୍କର ବାରବାଟି ଚାଷ। ତାଙ୍କ ନିଲମ୍ବନ ବୈଧ। ଯିଏ ବିଶୃଙ୍ଖଳା କରିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଅଣ୍ଡା ମାଡର ଜବାବ କଂଗ୍ରେସ କର୍ମୀ ଦେବେ।
Body:ବାଇଟ ଇତିଶ ପ୍ରଧାନ, ଛାତ୍ର ନେତା
ବାଇଟ ପଦ୍ମଙ୍କର ଗୁରୁ, କଂଗ୍ରେସ ନେତାConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.