ETV Bharat / city

ଲଘୁଚାପ ବର୍ଷାରେ ପୂଜା ଫିକା - ଲଘୁଚାପ ବର୍ଷା

ଆଜି ପବିତ୍ର ଗଣେଷ ପୂଜା ଅବସରରେ ରାଜଧାନୀ ଉତ୍ସବମୁଖର ହୋଇ ଉଠିଥିଲା ବେଳେ, ଲଘୁଚାପ ବର୍ଷା ପୂଜା ମଉଜକୁ ଫିକା କରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 2, 2019, 11:52 PM IST

ଭୁବନେଶ୍ବର: ଆଜି ପବିତ୍ର ଗଣେଷ ପୂଜା ଅବସରରେ ରାଜଧାନୀ ଉତ୍ସବମୁଖର ହୋଇ ଉଠିଥିଲା । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଲୋକଙ୍କ ଭିଡ଼ ବିଭିନ୍ନ ପୂଜା ମଣ୍ଡପରେ ଦେଖିବାକୁ ମିଳିଥିଲା। ତେବେ ଲୋକଙ୍କ ଖୁସିକୁ ଫିକା ପକାଇଥିଲା ବର୍ଷା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଲଘୁଚାପ ବର୍ଷା ଫଳରେ ପରିବାର ସହିତ ପୂଜା ବୁଲିବାକୁ ଆସିଥିବା ଲୋକେ ହଇରାଣ ହେବା ସହ ବର୍ଷାରେ ଜୁଡ଼ବୁଡ଼ ହୋଇ ଫେରିବାକୁ ବାଧ୍ୟ ହୋଇଥିଲେ। ଯାହାକି ସେମାନଙ୍କ ମନରେ ନିରାଶା ଖେଳାଇ ଦେଇଥିଲା । ଏହାଛଡା ବର୍ଷା ଯୋଗୁ ଅନେକ ମଣ୍ଡପରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ହେବା ସହ ମଣ୍ଡପ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।

ଭୁବନେଶ୍ବରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Intro:ସକାଳୁ ସକାଳୁ ଗଜାନନ ଙ୍କ ପୂଜା ଅବସରରେ ରାଜଧାନୀ ଉତ୍ସବ ମୁଖର ହୋଇ ଉଠିଥିଲା।ଲୋକମାନେ ଦିନରେ ସବୁ କାମଧନ୍ଦା ସାରି ଅପରାହ୍ନରେ ପୂଜାମଣ୍ଡପ ମାନଙ୍କରେ ଭିଡ଼ ଜମାଉଥିବା ଦେଖିବାକୁ ମିଳିଥିଲା।କିନ୍ତୁ ଠିକ ଭିଡ଼ ଆରମ୍ଭ ହେବା ପରେ ପରେ କଳାହାଣ୍ଡିଆ ମେଘ ଲୋକମାନଙ୍କ ମଧ୍ୟରେ ଛନକା ଖେଳାଇ ଦେଇଥିଲା।

Body:ଯାହାକି ପରେ ବର୍ଷା ରେ ପରିଣତ ହେବା ସହ ସନ୍ଧ୍ୟା ପରଠାରୁ ବିଭିନ୍ନ ସ୍ଥାନ ମାନଙ୍କରେ ଧୀରେ ଧୀରେ ବର୍ଷିବା ଆରମ୍ଭ କରିଥିଲା।ଯାହାକି ପରବର୍ତ୍ତୀ ଅବସ୍ଥାରେ ବୃଦ୍ଧି ପାଇବା ସହିତ ବିଳମ୍ବିତ ରାତ୍ରି ଯାଏ ଲାଗି ରହିଥିଲା।ଯାହା ଫଳରେ ପରିବାର ସହିତ ପୂଜା ବୁଲିବାକୁ ଆସିଥିବା ଲୋକମାନେ ହଇରାଣ ହରକତ ହେବା ସହ ବର୍ଷାରେ ଜୁଡ଼ବୁଡ଼ ହୋଇ ଫେରିବାକୁ ବାଧ୍ୟ ହୋଇଥିଲେ।ଯାହାକି ଲୋକମାନଙ୍କ ମନରେ ନିରାଶା ଖେଳାଇ ଦେଇଥିବା ଦେଖା ଯାଇଛି।ଏପରିକି ଅନେକ ମଣ୍ଡପରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ବର୍ଷା ର୍ଯୋଗୁଁ ବାଧାପ୍ରାପ୍ତ ହେବା ସହ ମଣ୍ଡପ ଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।
ଭୁବନେଶ୍ୱର ରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.