ETV Bharat / city

‘ଆମ ପେଟରୁ ଦାନା ଛଡାଇଲେ ସରକାର’

ଆମ ପେଟରୁ ଦାନ ଛଡାଇଲେ ସରକାର । ଭୁବନେଶ୍ବର ରେଲୱେ ଷ୍ଟେସନରେ ବୁଲା ବେପାରୀଙ୍କ ପ୍ରବେଶକୁ ବାରଣ ପରେ ପ୍ରତିବାଦ ଜଣାଇବା ସହ ଏଭଳି କହିଛି ଭୁବନେଶ୍ବର ରେଲୱେ ହକର୍ସ ମଜଦୁର ସଙ୍ଘ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 30, 2019, 10:18 PM IST

ଭୁବନେଶ୍ବର: ଆମ ପେଟରୁ ଦାନ ଛଡାଇଲେ ସରକାର । ଭୁବନେଶ୍ବର ରେଲୱେ ଷ୍ଟେସନରେ ବୁଲା ବେପାରୀଙ୍କ ପ୍ରବେଶକୁ ବାରଣ ପରେ ପ୍ରତିବାଦ ଜଣାଇବା ସହ ଏଭଳି କହିଛି ଭୁବନେଶ୍ବର ରେଲୱେ ହକର୍ସ ମଜଦୁର ସଙ୍ଘ । ଏହାସହ ଯଦି ଆଗାମୀ ଦିନରେ ସରକାର ଏହା ଉପରେ କିଛି ବିଚାର ନ କରନ୍ତି ତେବେ ଅଗଷ୍ଟ 10ରେ ରାଜରାସ୍ତାରେ ଧାରଣା ଦେବୁ ବୋଲି ସଂଘ କହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଦିନକୁ ଦିନ ଟ୍ରେନ ଭିତରେ ଘଟୁଥିବା ଚୋରି ଘଟଣାକୁ ରେକିବା ପାଇଁ କିଛି ଦିନ ପୂର୍ବରୁ ରେଲୱେ ପ୍ରଶାସନ ଟ୍ରେନ ଭିତରେ ଆଉ କୌଣସି ବୁଲା ବେପାରୀ ପଶି ପାରବେ ନାହିଁ ନିଷ୍ପତ୍ତି ନେଇଥିଲା । ଯାହାର ପ୍ରଭାବରେ ଭୁବନେଶ୍ବର ରେଲୱେ ଷ୍ଟେସନରେ ବୁଲା ବେପାରୀଙ୍କ ପ୍ରବେଶକୁ ବାରଣ କରାଯାଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଆମ ପେଟ ରୁ ଦାନା ଛଡ଼ାଇଲେ ସରକାର , : ରେଲୱେ ହକର ମଜଦୁର ସଙ୍ଘBody:ଆମ ପେଟ ରୁ ଦାନା ଛଡ଼ାଇଲେ ସରକାର , : ରେଲୱେ ହକର ମଜଦୁର ସଙ୍ଘ

ଦିନ କୁ ଦିନ ଟ୍ରେନ ବ ଭିତରେ ଘଟୁଥିବା ଚୋରି , ଆଦି ଘଟଣା କୁ ରେକିବା ପାଇଁ, କିଛି ଦିନ ପୂର୍ବ ରୁ ରେଳ ପ୍ରଶାସନ ନିଷ୍ପତ୍ତି ନେଇ ଥିଲା ଯେ ଟ୍ରେନ ଭିତରେ ଆଉ କୌଣସି ବୁଲା ବେପାରୀ ପଶି ପାରବେ ନାହିଁ । ଆଉ ବର୍ତ୍ତମାନ ଏହାର ପ୍ରଭାବ ଦେଖିବା କୁ ମିଳିଛି ଭୁବନେଶ୍ୱର ରେଳ ଷ୍ଟେସନ ରେ କୌଣସି ବୁଲା ବେପାରୀ ଙ୍କୁ ପ୍ରବେଶ ରେ ବାରଣ କରାଯାଇଛି। ଯାହା ଫଳ ରେ ଆଜି ଭୁବନେଶ୍ୱର ରେଲୱେ ହକର ମଜଦୁର ସଙ୍ଘ ଆଜି ପ୍ରତିବାଦ ଜଣାଇଥିଲା। ସଙ୍ଘ ର କହିବା ଅନୁସାରେ ସରକାର ଆଇ ଆର ସିଟି ସି ର କଥା ରେ ପଡି ଏଭଳି ନିଷ୍ପତ୍ତି ନେଉଛନ୍ତି ଯାହା ଫଳ ରେ ଆମର ରେଜଗାର ପନ୍ତା ବନ୍ଦ କରିଛନ୍ତି ସରକାର। ଯଦି ଆଗାମୀ ଦିନ ରେ ସରକାର ଏହା ଉପରେ କିଛି ବିଚାର ନ କରନ୍ତି ଅଗଷ୍ଟ 10 ରେ ରାଜରାସ୍ତା ଉପରେ ଧାରଣା ରେ ବସିବୁ ବୋଲି ସଙ୍ଘ ଆଜି ପ୍ରକାଶ କରିଛି।
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.