ETV Bharat / city

ରୋଗୀ ଫେରାଇଲେ ପୋଲିସକୁ ୧୦୦ ରେ ଫୋନ କର: କମିଶନର

author img

By

Published : Jul 18, 2020, 6:31 PM IST

Updated : Jul 18, 2020, 6:38 PM IST

ଯଦି କୌଣସି ରୋଗୀଙ୍କୁ ବେସରକାରୀ ହସ୍ପିଟାଲ ଚିକିତ୍ସା ନକରି ଫେରାନ୍ତି ତେବେ ତୁରନ୍ତ ୧୦୦ କୁ କଲ କରନ୍ତୁ । ଏନେଇ କଣ୍ଟ୍ରୋଲ ରୁମ ଜରିଆରେ ସହାୟତା କରାଯିବ ବୋଲି ପୋଲିସ କମିସନର ଟ୍ବିଟର ଜରିଆରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ..

ରୋଗୀ ଫେରାଇଲେ ପୋଲିସକୁ ୧୦୦ରେ ଫୋନ କର:କମିସନର
ରୋଗୀ ଫେରାଇଲେ ପୋଲିସକୁ ୧୦୦ ରେ ଫୋନ କର: କମିଶନର

ଭୁବନେଶ୍ବର: ବେସରକାରୀ ହସ୍ପିଟାଲ ଗୁଡ଼ିକର ମନମାନୀ । ହୁହୁ ହେଇ ବଢୁଥିବା କୋରୋନା ମାମଲାକୁ ଦୃଷ୍ଟିରେ ରଖି ଚିକିତ୍ସା କରିବାକୁ ରାଜି ହେଉନାହାନ୍ତି । ଫଳରେ ଅନେକ ରୋଗୀଙ୍କୁ ଫେରାଇ ଦେଉଛନ୍ତି ବେସରକାରୀ ହସ୍ପିଟାଲ । ଯାହାକୁ ନେଇ ଅନେକ ଅଭିଯୋଗ ପରେ ମୁଖ୍ଯ ଶାସନ ସଚିବଙ୍କ ପାଖରେ ଅଭିଯୋଗ ପହଁଚିଛି । ଏନେଇ ୧୦୦ କୁ କଲ କରିବାକୁ କୁହାଯାଇଛି ।

ଯଦି କୌଣସି ରୋଗୀଙ୍କୁ ବେସରକାରୀ ହସ୍ପିଟାଲ ଚିକିତ୍ସା ନକରି ଫେରାନ୍ତି ତେବେ ତୁରନ୍ତ ୧୦୦ କୁ କଲ କରନ୍ତୁ ଏନେଇ କଣ୍ଟ୍ରୋଲ ରୁମ ଜରିଆରେ ସହାୟତା କରାଯିବ ବୋଲି ପୋଲିସ କମିସନର ଟ୍ବିଟର ଜରିଆରେ ସୂଚନା ଦେଇଛନ୍ତି । ବିଶେଷ କରି ଲକଡାଉନ ସମୟରେ ଭୁବନେଶ୍ବର ବାହାରୁ ଅନେକ ରୋଗୀ ଭୁବନେଶ୍ବର ଆସୁଛନ୍ତି ।

କରୋନା ସଂକ୍ରମଣ ଦୃଷ୍ଟିରୁ ଅନେକ ହସ୍ପିଟାଲ ରୋଗୀଙ୍କୁ ସହାୟତା କରୁନାହାନ୍ତି ବରଂ ଫେରାଇ ଦେଉଛନ୍ତି ବୋଲି ଲୋକେ ଅଭିଯୋଗ କରିବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ପୋଲିସ କମିସନର।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jul 18, 2020, 6:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.