ETV Bharat / city

ପ୍ରଫେସର ଗୀତାଞ୍ଜଳି ଦାସ ହେଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି

author img

By

Published : May 6, 2022, 3:24 PM IST

ପ୍ରଫେସର ଗୀତାଞ୍ଜଳି ଦାସ ହେଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି(VC) । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ନିଯୁକ୍ତ କରିଛନ୍ତି । ଅଧିକ ପଢ଼ନ୍ତୁ

ପ୍ରଫେସର ଗୀତାଞ୍ଜଳି ଦାସ ହେଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି
ପ୍ରଫେସର ଗୀତାଞ୍ଜଳି ଦାସ ହେଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି

ଭୁବନେଶ୍ବର: ପ୍ରଫେସର ଗୀତାଞ୍ଜଳି ଦାଶ ହେଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର(Berhampur University) କୁଳପତି । ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ନିଯୁକ୍ତ କରିଛନ୍ତି । ୪ ବର୍ଷ ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ବ ସମ୍ଭାଳିବେ ପ୍ରଫେସର ଗୀତାଞ୍ଜଳି ଦାଶ ।

ଫକୀର ମୋହନ ବିଶ୍ୱବିଦ୍ୟାଳୟର ରାଜନୈତିକ ବିଜ୍ଞାନରେ ଅବସରପ୍ରାପ୍ତ ପ୍ରଫେସର ହେଉଛନ୍ତି ଗୀତାଞ୍ଜଳି ଦାଶ । ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ୧୨ ବର୍ଷ ଧରି ପ୍ରଫେସର ଭାବରେ ଶିକ୍ଷାଦାନ କରିଛନ୍ତି । ତାଙ୍କ ପାଖରେ ୩୬ ବର୍ଷରୁ ଅଧିକ ଶିକ୍ଷାଦାନ ଅଭିଜ୍ଞତା ରହିଛି । ସେ ୫ଟି ପୁସ୍ତକ ରଚନା କରିଛନ୍ତି । ଜଣେ ସଫଳ ପ୍ରଫେସର ଭାବରେ ସେ ୪ଟି PHD ଏବଂ ୩୫ଟି ଏମ୍‌ ଫିଲ ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.