ETV Bharat / city

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଆଉ ଥରେ ପଢନ୍ତୁ ସମ୍ବିଧାନ: ନରସିଂହ - ନରସିଂହଙ୍କ ପରାମର୍ଶ

କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ବିଜେପି ଏବଂ ରାଜ୍ୟର ଦାୟିତ୍ୱରେ ଥିବା ବିଜେଡି । ଉଭୟ ଦଳ ସମ୍ବିଧାନକୁ ଉଲ୍ଲଙ୍ଘନ କରୁଛନ୍ତି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ଦଳନେତା ନରସିଂହ ମିଶ୍ର । ଅଧିକ ପଢନ୍ତୁ

ନରସିଂହ
ନରସିଂହ
author img

By

Published : Jul 12, 2022, 9:02 PM IST

ଭୁବନେଶ୍ବର: ସମ୍ବିଧାନର ଉଲ୍ଲଙ୍ଘନ କରୁଛନ୍ତି କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ବିଜେପି ଏବଂ ରାଜ୍ୟର ଦାୟିତ୍ୱରେ ଥିବା ବିଜେଡି । ଉଭୟ ଦଳ ସମ୍ବିଧାନକୁ ଉଲ୍ଲଙ୍ଘନ କରୁଛନ୍ତି । ତେଣୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଆଉ ଥରେ ସମ୍ବିଧାନ ପଢିବାକୁ ପରାମର୍ଶ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ଦଳନେତା ନରସିଂହ ମିଶ୍ର ।

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଆଉ ଥରେ ପଢନ୍ତୁ ସମ୍ବିଧାନ: ନରସିଂହ

ନରସିଂହ କହିଛନ୍ତି ଯେ, "ଉଭୟ ଦଳ ଜାତି, ଧର୍ମ ନାଁରେ ଭୋଟ ମାଗୁଛନ୍ତି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସମ୍ବିଧାନକୁ ଅନୁଧ୍ୟାନ କରନ୍ତୁ । ଆଉ ଥରେ ପଢନ୍ତୁ । ଜାତି, ଧର୍ମ ଓ ସମ୍ପ୍ରଦାୟ ନାଁରେ ଭୋଟ ମାଗି ହେବନାହିଁ । ବ୍ରାହ୍ମଣ, ଆଦିବାସୀ କହି ଭୋଟ ମାଗି ହେବନାହିଁ । ମୁଁ ମହିଳା ମୋତେ ଭୋଟ ଦିଅ କହିବା, ଏହା କହିବା ସମ୍ବିଧାନ ବିରୋଧୀ । ମହିଳା ଓ ପୁରୁଷଙ୍କୁ ସମାନ ଅଧିକାର ସମ୍ବିଧାନ ଦେଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.