ETV Bharat / city

‘ମୋ ବସ' ଯାତ୍ରୀଙ୍କ ପାଇଁ ଖୁସି ଖବର, କମିଲା ଏସି ବସ ଭଡା - କମିଲା ଏସି ବସର ଭଡା

'ମୋ ବସ' ଯାତ୍ରୀଙ୍କ ପାଇଁ ଖୁସି ଖବର । ଏସି ବସରେ 2 ମାସ ପର୍ଯ୍ୟନ୍ତ ରିହାତି ପାଇବେ ଯାତ୍ରୀ । ଜାଣନ୍ତୁ ସବିଶେଷ ତଥ୍ୟ...

'ମୋ ବସ' ଯାତ୍ରୀଙ୍କ ପାଇଁ ଖୁସି ଖବର, କମିଲା ଏସି ବସର ଭଡା
'ମୋ ବସ' ଯାତ୍ରୀଙ୍କ ପାଇଁ ଖୁସି ଖବର, କମିଲା ଏସି ବସର ଭଡା
author img

By

Published : Nov 29, 2019, 10:29 PM IST

ଭୁବନେଶ୍ବର: 'ମୋ ବସ' ଯାତ୍ରୀଙ୍କ ପାଇଁ ଖୁସି ଖବର । ଏସି ବସରେ 2 ମାସ ପର୍ଯ୍ୟନ୍ତ ରିହାତି ପାଇବେ ଯାତ୍ରୀ । କମିଲା ୩୮ ପ୍ରତିଶତ ଭଡା । ଡିସେମ୍ବର 1 ରୁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ଲାଗୁ ହେବ ଏହି ନୂଆ ବସ ଭଡା ।

'ମୋ ବସ' ଯାତ୍ରୀଙ୍କ ପାଇଁ ଖୁସି ଖବର, କମିଲା ଏସି ବସର ଭଡା

ଶୀତଦିନ ପାଇଁ ୩୦ ପ୍ରତିଶତ ହ୍ରାସ ପାଇଲା ଏସି ବସ ଭଡା । ବସ ଭଡା ଦେବା ବେଳେ ଆଉ ଖୁଚୁରା ପଇସା ଦେବାକୁ ପଡିବନାହିଁ । ଶୀତ ଦିନ ପାଇଁ 'ମୋ ବସ' ର ଏସି ବସରେ ଭଡା କମିଛି । ଭୁବନେଶ୍ବର ନନ ଏସି ବସ ମାସିକ ପାସ ପାଇଁ ୬୦୦ ରହିଥିବା ବେଳେ ବର୍ତ୍ତମାନ ୫୫୦ ଟଙ୍କା ହୋଇଛି ।

ଏସି ବସର ପାସ ୯୦୦ ଟଙ୍କା ରହିଥିବା ବେଳେ ବର୍ତ୍ତମାନ ୭୦୦ ଟଙ୍କା ହୋଇଛି । ମ୍ୟାଜିକ ନନ ଏସି ବସ ପାଇଁ ୧୨୦୦ ଟଙ୍କା ରହିଥିବା ବେଳେ ବର୍ତ୍ତମାନ ୧୧୦୦ ଟଙ୍କା ରଖାଯାଇଛି । ଏସି ପାସ ୧୮୦୦ ଟଙ୍କା ରହିଥିବା ବେଳେ ବର୍ତ୍ତମାନ ୧୫୦୦ ଟଙ୍କାକୁ ଖସିଛି ।

ଏହାବାଦ ଖୁବଶୀଘ୍ର ଭୁବନେଶ୍ବରରେ ଗଡ଼ିବ ଆଉ ୫୦ ଟି ନୂଆ ବସ । ଡିସେମ୍ବର ୧୫ ସୁଦ୍ଧା ଇ-ବସ ଟେଣ୍ଡର ପ୍ରକ୍ରିୟା ଶେଷ ହେବ । ୨୦୨୦ରେ ଚାଲିବ ୧୦୦ ଟି ନୂଆ ବସ । ୮୦ ଟି ପୁରୁଣା ବସକୁ ମରାମତି କରି ଗଡ଼ିବ ବସ । 'ମୋ ବସ' ର ଭଡା ସୁବ୍ୟବସ୍ଥିତ କରିବା ପାଇଁ 5 ଏକାଧିକ ବ୍ୟବସ୍ଥା କରାଯିବ। ଏନେଇ ସୂଚନା ଦେଇଛନ୍ତି କ୍ରୁଟ ର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:

ମୋ ବସ ଯାତ୍ରୀଙ୍କ ପାଇଁ ଖୁସି ଖବର, କମିଲା ଏସି ବସ ର ଭଡା।

ମୋ ବସ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏସି ବସ ରେ 2 ମାସ ପର୍ଯ୍ୟନ୍ତ ରିହାତି ପାଇବେ ଯାତ୍ରୀ। କମିଲା ୩୮ ପ୍ରତିଶତ ଭଡା। ଡିସେମ୍ବର 1 ରୁ ଜାନୁୟାରୀ୩୧ ପର୍ଯ୍ୟନ୍ତ ଲାଗୁ ହେବ ନୂଆ ବସ ଭଡା।

Body:

ଡିସେମ୍ବର ୧ ରୁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ଲାଗୁ ହେବ ନୂଆ ଭଡା। ଶୀତଦିନ ପାଇଁ ୩୦ ପ୍ରତିଶତ ହ୍ରାସ ପାଇଲା ଏସି ବସ ଭଡା। ବସ ଭଡା ଦେବା ବେଳେ ଆଉ ଖୁଚୁରା ପଇସା ଦେବାକୁ ପଡିବନାହିଁ। ଶୀତ ଦିନ ପାଇଁ ମୋ ବସ ର ଏସି ବସରେ ଭଡା କମିଛି। ଭୁବନେଶ୍ୱର ନନ ଏସି ବସ ପାସ ପାଇଁ ୬୦୦ ରହିଥିବା ବେଳେ ବର୍ତ୍ତମାନ ୫୫୦ ଟଙ୍କା ହୋଇଛି। ଏସି ବସ ର ପାସ ୯୦୦ ଟଙ୍କା ରହିଥିବା ବେଳେ ବର୍ତ୍ତମାନ ୭୦୦ ଟଙ୍କା ହୋଇଛି। ମ୍ୟାଜିକ ନନ ଏସି ବସ ପାଇଁ ୧୨୦୦ ଟଙ୍କା ରହିଥିବା ବେଳେ ବର୍ତ୍ତମାନ ୧୧୦୦ ଟଙ୍କା ରଖାଯାଇଛି। ଏସି ପାସ ୧୮୦୦ ଟଙ୍କା ରହିଥିବା ବେଳେ ବର୍ତ୍ତମାନ ୧୫୦୦ ଟଙ୍କା କମିଛି।
ଏନେଇ ଖୁବ ଶୀଘ୍ର ଭୁବନେଶ୍ୱରରେ ଗଡ଼ିବ ଆଉ ୫୦ ଟି ନୂଆ ବସ। ଡିସେମ୍ବର ୧୫ ସୁଧା ଇଲେକ୍ଟ୍ରିକ ବସ ର ଟେଣ୍ଡର ପକ୍ରିୟା ଶେଷ ହେବ। ୨୦୨୦ ରେ ଚାଲିବ ୧୦୦ ଟି ନୂଆ ବସ। ୮୦ ଟି ପୁରୁଣା ବସ କୁ ମରାମତି କରି ଭୁବନେଶ୍ୱର ଗଡ଼ିବ ବସ। ମୋ ବସ ର ଭଡା ସୁବ୍ୟବସ୍ଥିତ କରିବା ଲାଗି 5 ମଲ୍ଟିପୁଲ ବ୍ୟବସ୍ଥା କରାଯିବ। ଏନେଇ ସୂଚନା ଦେଲେ କ୍ରୁଟ ର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର।

Byte- ଦୀପ୍ତି ମହାପାତ୍ର, କ୍ରୁଟ ମହାପ୍ରବନ୍ଧକ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.