ETV Bharat / city

ଏଏନଏମ କର୍ମଚାରୀଙ୍କୁ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ସମର୍ଥନ - pradeep majhi

ଲୋଅର ପିଏମଜିରେ ଧାରଣାରତ ଏଏନଏମ ସ୍ବାସ୍ଥ୍ୟକର୍ମୀଙ୍କୁ ଭେଟିଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ଅଧିକ ପଢନ୍ତୁ...

ଏଏନଏମ କର୍ମଚାରୀଙ୍କୁ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ସମର୍ଥନ

author img

By

Published : Dec 9, 2020, 3:13 PM IST

ଭୁବନେଶ୍ବର: ଦୀର୍ଘ ୧୪ ଦିନ ଧରି ଲୋଅର ପିଏମଜିରେ ଧାରଣାରେ ବସିଥିବା ସ୍ବାସ୍ଥ୍ୟକର୍ମୀ ମାନେ ଆଜି (ବୁଧବାର) ଠାରୁ ଅନଶନରେ ବସିଛନ୍ତି । ଏନେଇ ସ୍ବାସ୍ଥ୍ୟ କର୍ମୀଙ୍କୁ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ଅନ୍ୟ ନେତୃତ୍ବ ମାନେ ସେମାନଙ୍କୁ ସମର୍ଥନ ଜଣାଇଛନ୍ତି। ଏହାସହ ଘଟଣାସ୍ଥଳରେ ସ୍ବାସ୍ଥ୍ୟକର୍ମୀ ମାନଙ୍କ ସହ ଆଲୋଚନା କରିଛନ୍ତି। ସରକାର ସେମାନଙ୍କ ଦାବି ପୂରଣ କରନ୍ତୁ ବୋଲି ପିସିସି କାର୍ଯ୍ୟକାରୀ ସଭାପତି ମଧ୍ୟ ଦାବି କରିଛନ୍ତି।

ଏଏନଏମ କର୍ମଚାରୀଙ୍କୁ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ସମର୍ଥନ

ସେମାନଙ୍କୁ ସରକାର ସ୍ଥାୟୀ ନିଯୁକ୍ତି ସହ କୋଭିଡ ସମୟରେ ୩ ମାସର ବକେୟା ଦରମା ଦେବାକୁ ଦାବି କରିଛନ୍ତି। ଏହାସହ ଟୀକାକରଣରେ ଅଗ୍ରାଧିକାର ଦେବା ପାଇଁ ସେମାନେ ଦାବି କରିଛନ୍ତି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.