ଭୁବନେଶ୍ବର: ରାଜଧାନୀରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ପଲିଥିନ ଜବତ କରାଯାଇଛି। ସହିଦ ନଗର ଭବାନୀ ମଲ ନିକଟସ୍ଥ ପ୍ଲଟ ନଂ ୬୩୮ରୁ ଚଢାଉ କରାଯାଇ ୪ ଟ୍ରକ ସିଙ୍ଗିଲ ୟୁଜ ପ୍ଲାଷ୍ଟିକ ଜବତ କରାଯାଇଛି । ବିଏମସି ପକ୍ଷରୁ ଏହି ଚଢାଉ କରାଯାଇଛି। ବ୍ୟବସାୟୀ ଆଲୋକ କୁମାର ବିଶ୍ବାଳଙ୍କ ଠାରୁ ଏହି ପଲିଥିନ ଜବତ କରାଯାଇଥିବା ଜଣାପଡିଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ