ETV Bharat / city

ଓଡିଶାର 14 ପୋଲିସଙ୍କୁ ମିଳିବ ମେଡାଲ - ଓଡିଶାର 14 ପୋଲିସଙ୍କୁ ମିଳିବ ମେଡାଲ

ବିଶିଷ୍ଟ ସେବା ପାଇଁ ଭାରତର ପୋଲିସ କର୍ମଚାରୀଙ୍କ ମିଳିବ ପଦକ । ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ତାଲିକା ଘୋଷଣା କଲେ ଗୃହ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

ଓଡିଶାର 14 ପୋଲିସଙ୍କୁ ମିଳିବ ମେଡାଲ
ଓଡିଶାର 14 ପୋଲିସଙ୍କୁ ମିଳିବ ମେଡାଲ
author img

By

Published : Aug 14, 2020, 1:52 PM IST

Updated : Aug 14, 2020, 2:53 PM IST

ଭୁବନେଶ୍ବର: ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ପୋଲିସ ପଦକ ଘୋଷଣା । ଉଲ୍ଲେଖନୀୟ ସେବା ପାଇଁ ଓଡିଶାର 14 ଜଣ ପୋଲିସଙ୍କୁ ମେଡାଲ ପ୍ରଦାନ କରାଯିବ । 2 ପୋଲିସ କର୍ମଚାରୀଙ୍କୁ ରାଷ୍ଟ୍ରପତି ପଦକ ଓ 12 ଜଣ ପୋଲିସ କର୍ମୀଙ୍କୁ ଉତ୍କୃଷ୍ଟ ସେବା ପଦକରେ ସମ୍ମାନିତ କରାଯିବ ।

ଓଡିଶାର 14 ପୋଲିସଙ୍କୁ ମିଳିବ ମେଡାଲ
ଓଡିଶାର 14 ପୋଲିସଙ୍କୁ ମିଳିବ ମେଡାଲ

ବିଶିଷ୍ଟ ସେବା ପାଇଁ ଭିଜିଲାନ୍ସ ଡିଭିଜନର ଏସପି କେ ବେନୁଗୋପାଲ ଆଚାର୍ଯ୍ୟ ଓ କନଷ୍ଟେବଳ ବିରଞ୍ଚି ନାରାୟଣ ସାହୁଙ୍କୁ ରାଷ୍ଟ୍ରପତି ସେବା ପଦକରେ ସମ୍ମାନିତ କରାଯିବ ।

ସେହିପରି ପୋଲିସ ସେବା କ୍ଷେତ୍ରରେ ପ୍ରଶଂସନୀୟ ସେବା ପାଇଁ ଭିଜିଲାନ୍ସ ଡାଇରେକ୍ଟରେଟର ଆଡିସିନାଲ ଏସପି ଅଭିରାମ କର, ଏସଓଜି ଭୁବନେଶ୍ବରର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ତାପସ ରଞ୍ଜନ ମହାପାତ୍ର, କମିସନରେଟ ପୋଲିସର ଜୋନ ୫ ଏସିପି ଅନୀଲ ମିଶ୍ର,ଭିଜିଲାନ୍ସ ଇନଚାର୍ଜ ଡେପୁଟି ସୁପରିଟେଣ୍ଡଣ୍ଟ ଅନୁପମ ମହାପାତ୍ରଙ୍କ ମେଡାଲ ମିଳିବ ।

ଏଥିସହ କମିସନରେଟ ପୋଲିସର ଭୁବନେଶ୍ବର ଅତିରିକ୍ତ ଡିସିପି ରାଜକିଶୋର ପାଇକରାୟ,କଟକ କମିସନରେଟର ଇନସ୍ପେକ୍ଟର ଅଜୟ କୁମାର ଦାସ,ଏସଆଇଡବ୍ଲୁର ଇନସ୍ପେକ୍ଟର ଅତୁଲ କ୍ରିଷ୍ନା ଦାସ ଏବଂ ସରୋଜ କୁମାର ପଟେଲ,ବରଗଡର ଇନସ୍ପେକ୍ଟର ନିର୍ମଳ ମହାପାତ୍ର,୫ମ ବାଟାଲିୟନର ସୁବେଦାର କିଶୋର ଚନ୍ଦ୍ର ବଳବନ୍ତରାୟ,୪ର୍ଥ ବାଟାଲିୟନର ସିପୟ ରଥ ଲାକ୍ରା,କୋରାପୁଟ ଭିଜିଲାନ୍ସ ଡିଭିଜନର ମହମ୍ମଦ ଫଜଲ ଙ୍କୁ ଉତ୍କୃଷ୍ଟ ସେବା ପାଇଁ ପଦକ ପାଇବେ । ଆସନ୍ତା ବର୍ଷ ୨୦୨୧ ଜାନୁଆରୀ ୨୬ ତାରିଖରେ ସମ୍ମାନିତ କରାଯିବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Aug 14, 2020, 2:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.