ETV Bharat / city

ପିଏମ୍ କିଶାନକୁ ହଁ, କାଳିଆକୁ ନା - election

ରାଜ୍ୟ ନିର୍ବାଚନ କମିଶନ କାଳିଆ ଯୋଜନାରେ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ କ୍ଷେତ୍ରରେ କଟକଣା ଲାଗୁ କରିଛନ୍ତି। ଯାହାକୁ ନେଇ ଆପତ୍ତି ଉଠାଇଛି ବିଜେଡି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର ଏହା କି ପ୍ରକାର ନୀତି ବୋଲି ଦଳ ପ୍ରଶ୍ନ କରିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Mar 25, 2019, 2:49 PM IST

Updated : Mar 26, 2019, 10:40 AM IST

ଭୁବନେଶ୍ବର: ରାଜ୍ୟ ନିର୍ବାଚନ କମିଶନ କାଳିଆ ଯୋଜନାରେ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ କ୍ଷେତ୍ରରେ କଟକଣା ଲାଗୁ କରିଛନ୍ତି। ଯାହାକୁ ନେଇ ଆପତ୍ତି ଉଠାଇଛି ବିଜେଡି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର ଏହା କି ପ୍ରକାର ନୀତି ବୋଲି ଦଳ ପ୍ରଶ୍ନ କରିଛି।

ଅନ୍ୟପଟେ ଭାରତୀୟ ଜନତା ପାର୍ଟିର ଚାଷୀ ମାରଣ ନୀତିକୁ ଏହା ପଦାରେ ପକାଉଛି। ଯଦିଓ କେନ୍ଦ୍ର ସରକାରଙ୍କ ପିଏମ କିଶାନଯୋଜନା କାଳିଆ ଯୋଜନାର ଯଥେଷ୍ଟ ପରେ ଆସିଥିଲା । କିନ୍ତୁ ଏହାକୁ ସ୍ୱୀକୃତି ପ୍ରଦାନ କରାଯାଉଛି । ତେବେ କାଳିଆ ଯୋଜନା ଯାହାର ଆର୍ଥିକ ଓ ପ୍ରଶାସନିକ ସ୍ୱୀକୃତି ଆଦର୍ଶ ଆଚରଣ ପୂର୍ବରୁ ରହିଛି ତାକୁ କାହିଁକି ନା’ କରାଯାଉଛି।

ଏଥିରୁ ବିଜେପିର ଚାପ ଓ ଚାଷୀ ବିରୋଧୀ ମନୋଭାବ ବାରି ହୋଇପଡୁଛି । ତେବେ ଏନେଇ ବିଜେପିକୁ ଲୋକେ କ୍ଷମା ଦେବେ ନାହିଁ ବୋଲି ମତବ୍ୟକ୍ତ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ଏଥିସହ ସେ କହିଛନ୍ତି ଆମେ ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବୁ। ତେବେ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେପି ଦ୍ୱାରା ପରିଚାଳିତ ହେଉଥିବା ନେଇ ମଧ୍ୟ ସେ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

Karan Johar was heavily trolled recently on social media, after he accidentally liked an offending tweet about Shah Rukh Khan. Fans of Badshah Khan went on to trend #ShameOnKaranJohar, with KJo finally issuing a clarification. And while the stars got together at a recent Awards function, Karan and Shah Rukh made time for a selfie moment, hinting that all is well between them. Check out their camaraderie below, which also includes candid clicks of Ranbir Kapoor and Ranveer Singh in the background

Conclusion:
Last Updated : Mar 26, 2019, 10:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.