ETV Bharat / city

ଆଜି ପ୍ରକାଶ ପାଇବ +3 ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଆଜି ପ୍ରକାଶ ପାଇବ ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା। 13 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ଜାରି ରହିବ ନାମ ଲେଖା । ଅଧିକ ପଢନ୍ତୁ...

ଆଜି ଆସିବ ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

author img

By

Published : Sep 9, 2021, 7:51 AM IST

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟରେ ମେଧା ତାଲିକା । ଏନେଇ 11 ଟା ସମୟରେ ପ୍ରକାଶ ପାଇବା ନେଇ ସୂଚନା ଦିଆଯାଇଛି।

ବିନା ପରୀକ୍ଷାରେ ମାର୍କ ମିଳିଥିବାରୁ ଏବେ କେଉଁ କଲେଜରେ କେତେ କଟ ଅଫ ମାର୍କ ରହିବ ସେନେଇ ଛାତ୍ରଛାତ୍ରୀଙ୍କ ନଜର ରହିଛି । ତେବେ ପ୍ରଥମ ପର୍ଯ୍ୟାୟର ନାମଲେଖା 13 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ଚାଲିବ । କୋରୋନା କଟକଣା ଦୃଷ୍ଟିରୁ ଛାତ୍ରଛାତ୍ରୀଙ୍କ ବଦଳରେ ଅଭିଭାବକମାନେ କଲେଜକୁ ଆସି ନାମ ଲେଖାଇ ପାରିବେ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.