ETV Bharat / city

ପୁଣି ଘୁଞ୍ଚିଲା ପିପିଲି ଉପନିର୍ବାଚନ; ମେ’ 16ରେ ଭୋଟ୍, 19ରେ ଗଣତି - pipili by election date extend news

ମେ 16ରେ ପିପିଲି ଉପ ନିର୍ବାଚନ
ମେ 16ରେ ପିପିଲି ଉପ ନିର୍ବାଚନ
author img

By

Published : Apr 22, 2021, 3:25 PM IST

Updated : Apr 22, 2021, 7:45 PM IST

15:17 April 22

ପୁଣି ଘୁଞ୍ଚିଲା ପିପିଲି ଉପ ନିର୍ବାଚନ ତାରିଖ, ମେ 16ରେ ପିପିଲି ଉପ ନିର୍ବାଚନ

ମେ 16ରେ ପିପିଲି ଉପ ନିର୍ବାଚନ

ଭୁବନେଶ୍ବର: ପ୍ରକାଶ ପାଇଲା ପିପିଲି ଉପ ନିର୍ବାଚନ ଲାଗି ସାନି ତାରିଖ । ମେ 16 ରେ ମତଦାନ ହେବା ସହ 19ରେ ହେବ ଭୋଟ ଗଣତି  । ମେ 21 ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଶେଷ କରିବା ନେଇ ନିର୍ବାଚନ କମିଶନ ଅଫ ଇଣ୍ଡିଆ ନିର୍ଦ୍ଦେଶ ଦେଇଛନ୍ତି ।  ଏନେଇ ବିଧିବଦ୍ଧ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ।

ପୂର୍ବରୁ 13 ରେ ନିର୍ବାଚନ ନେଇ ଘୋଷଣା କରିଥିଲେ ECI(election commission of india) । ତେବେ 13 ତାରିଖରେ ଇଦ-ଦୁଲ-ଫିତର ପଡ଼ୁଥିବାରୁ ନିର୍ବାଚନ ତାରିଖ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି ECI । ଫଳରେ ନିର୍ବାଚନ 3 ଦିନ ଘୁଞ୍ଚାଇଛନ୍ତି ECI ।

କେବଳ କଂଗ୍ରେସ ପ୍ରାର୍ଥୀ ନୋମିନେସନ ଫାଇଲ କରିବେ । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ପ୍ରକ୍ରିୟାରେ ରୋକ ଲାଗିଥିଲା । ରିଟର୍ଣ୍ଣିଂ ଅଫିସରଙ୍କ ପାୱାର ବଳରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ 

Last Updated : Apr 22, 2021, 7:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.