ETV Bharat / city

ଫେବୃଆରୀ 10 ରୁ ୟୁଜି ଓ ପିଜି ପାଠପଢା

ୟୁଜି ଓ ପିଜି ପାଠପଢା
ୟୁଜି ଓ ପିଜି ପାଠପଢା
author img

By

Published : Feb 2, 2021, 12:59 PM IST

Updated : Feb 2, 2021, 1:45 PM IST

12:46 February 02

ଫେବୃଆରୀ 10 ରୁ ଯୁକ୍ତ 3 ଦ୍ବିତୀୟ ବର୍ଷ ଓ ପିଜି ପାଠପଢା

ଫେବୃଆରୀ 10 ରୁ ୟୁଜି ଓ ପିଜି ପାଠପଢା

ଭୁବନେଶ୍ବର: ଫେବୃଆରୀ 10 ରୁ  ଯୁକ୍ତ 3 ଦ୍ବିତୀୟ ବର୍ଷ ଓ ପିଜି ପାଠପଢା ଆରମ୍ଭ ହେବ । ଏଥିପାଇଁ ଫେବୃଆରୀ 8ରୁ କଲେଜ ଓ ବିଶ୍ବବିଦ୍ୟାଳୟରେ ହଷ୍ଟେଲ ଖୋଲିବ। ଶ୍ରେଣୀଗୃହ ଓ ହଷ୍ଟେଲରେ କୋଭିଡ 19 ନିୟମାବଳୀ ଅନୁଯାୟୀ ପାଠପଢା ଆରମ୍ଭ ହେବ ।

ମାସ୍କ ବାଧ୍ୟତାମୂଳକ ସହ ଶ୍ରେଣୀଗୃହ, ଲାଇବ୍ରେରୀ ଓ ଲାବ୍ରୋଟେରୀରେ 6ଫୁଟର ସାମାଜିକ ଦୂରତା ରଖାଯିବ। ହାତ ଧୋଇବା ଓ ସାନିଟାଇଜ ମଧ୍ୟ ବାଧ୍ୟତାମୂଳକ ରହିଛି। ସେହିପରି ତିନି ବର୍ଷ ୟୁଜି କୋର୍ସର ତୃତୀୟ ସେମିଷ୍ଟାର ଏବଂ 4ବର୍ଷ ୟୁଜି କୋର୍ସର ପଞ୍ଚମ ସେମିଷ୍ଟର ପରୀକ୍ଷା ଅପ୍ରେଲ19 ରୁ ଅପ୍ରେଲ 30  ମଧ୍ୟରେ ହେବ। ମେ 31 ରେ ଫଳ ପ୍ରକାଶ ପାଇବ ।

ସେହିପରି ପିଜି ପ୍ରଥମ ବର୍ଷ ସେମିଷ୍ଟର ପରୀକ୍ଷା ଜୁନ7 ରୁ ଜୁନ19  ପର୍ଯ୍ୟନ୍ତ ହେବ। ଜୁଲାଇ 20 ତାରିଖ ସୁଦ୍ଧା ପ୍ରକାଶ ପାଇବ ରେଜଲ୍ଟ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Feb 2, 2021, 1:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.