ETV Bharat / city

ଆସନ୍ତା 10ରେ ଦାୟିତ୍ୱ ନେବେ ନୂଆ ପିସିସି ସଭାପତି - Pcc President Sarat Patnaik take charge

କଂଗ୍ରେସର ସଂକଳ୍ପ ଶିବିର ସରିଛି । ଦାଇତ୍ବ ନେବେ ପିସିସି ନବନିଯୁକ୍ତ ସଭାପତି । ଆସନ୍ତା 10 ତାରିଖରେ ଦାୟିତ୍ବ ନେବେ ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକ। କଂଗ୍ରେସ ଭବନରେ ଏକ ଵିଶେଷ କାର୍ଯ୍ୟକ୍ରମରେ ସେ ବିଧିବଦ୍ଧ ଭାବେ ଦାୟତ୍ବ ଗ୍ରହଣ କରିବେ। ଅଧିକ ପଢନ୍ତୁ

10 ରେ ଦାୟିତ୍ବ ନେବେ ନୂଆ ପିସିସି ସଭାପତି
10 ରେ ଦାୟିତ୍ବ ନେବେ ନୂଆ ପିସିସି ସଭାପତି
author img

By

Published : Jun 6, 2022, 11:00 PM IST

ଭୁବନେଶ୍ବର: କଂଗ୍ରେସର ସଂକଳ୍ପ ଶିବିର ସରିଛି । ଦାଇତ୍ବ ନେବେ ପିସିସି ନବନିଯୁକ୍ତ ସଭାପତି । ଆସନ୍ତା 10 ତାରିଖରେ ଦାୟିତ୍ବ ନେବେ ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକ। କଂଗ୍ରେସ ଭବନରେ ଏକ ଵିଶେଷ କାର୍ଯ୍ୟକ୍ରମରେ ସେ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିବେ।

ସେଥିପାଇଁ କଂଗ୍ରେସ ଭବନରେ ଜାକଜକମରେ ସାଜସଜ୍ଜା କରାଯାଉଛି । ନୂତନ ସଭାପତି ଘୋଷଣା ହେବା ପରେ ଶରତ 10 ତାରିଖରେ ପ୍ରଥମ କରି କଂଗ୍ରେସ ଭବନରେ ପ୍ରବେଶ କରିବେ। କଂଗ୍ରେସକୁ ଅଧିକ ସୁଦୃଢ ଏବଂ ସଂଗଠିତ କରିବା ପାଇଁ ନେବେ ପଦକ୍ଷେପ ।

ଆଗକୁ ପ୍ରତି ଜିଲ୍ଲାରେ 75 କିମି ପଦଯାତ୍ରା କରିବ କଂଗ୍ରେସ। ଆଗକୁ ପ୍ରିୟଙ୍କା ଏବଂ ରାହୁଲ ଗାନ୍ଧୀ ଓଡିଶା ଆସିପାରନ୍ତି ତେଣୁ ପ୍ରସ୍ତୁତି ଚୂଡାନ୍ତ ହେବ।10 ତାରିଖରେ ପିସିସି ନୂଆ ସଭାପତି ଶରତ ପଟ୍ଟନାଯକ ଆନୁଷ୍ଠାନିକ ଭାବେ ଦାୟିତ୍ବ ନେବେ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.