ETV Bharat / city

'କଂଗ୍ରେସକୁ ତଳିତଳାନ୍ତ କରିଦେଲେ ପିସିସି ସଭାପତି' - ଭୁବନେଶ୍ବର

କଂଗ୍ରେସକୁ ପୁଣି ଡେଇଁଲା ପୁରୁଣା ରୋଗ । ପିସିସି ସଭାପତିଙ୍କ ବିରୋଧରେ ବିଷ ଓଗାଳିଛନ୍ତି ପୂର୍ବତନ ଶୃଙ୍ଖଳା କମିଟି ଅଧ୍ୟକ୍ଷା ସନ୍ଧ୍ୟା ମହାପାତ୍ର । ଅଧିକ ଖବର ପଢନ୍ତୁ...

'କଂଗ୍ରେସକୁ ତଳିତଳାନ୍ତ କରିଦେଲେ ପିସିସି ସଭାପତି'
'କଂଗ୍ରେସକୁ ତଳିତଳାନ୍ତ କରିଦେଲେ ପିସିସି ସଭାପତି'
author img

By

Published : Dec 12, 2019, 2:13 PM IST

Updated : Dec 12, 2019, 2:44 PM IST

ଭୁବନେଶ୍ବର: କଂଗ୍ରେସକୁ ପୁଣି ଡେଇଁଲା ପୁରୁଣା ରୋଗ । ପିସିସି ସଭାପତିଙ୍କ ବିରୋଧରେ ବିଷ ଓଗାଳିଛନ୍ତି ପୂର୍ବତନ ଶୃଙ୍ଖଳା କମିଟି ଅଧ୍ୟକ୍ଷା ସନ୍ଧ୍ୟା ମହାପାତ୍ର । ସାମ୍ବାଦିକ ସମ୍ମିଳନୀରେ ସେ ସଭାପତିଙ୍କ ଉପରେ ବର୍ଷିଛନ୍ତି । ଯେଉଁଭଳି ଭାବରେ ସଭାପତି ଆସନ ମାଡି ବସିଛନ୍ତି ତାକୁ ସେ ନିନ୍ଦା କରିଛନ୍ତି । ଇସ୍ତଫା ଦେଇ କାହିଁକି ଗାଦିରେ ବସିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଜାଣିଶୁଣି କଂଗ୍ରେସକୁ ତଳିତଳାନ୍ତ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

'କଂଗ୍ରେସକୁ ତଳିତଳାନ୍ତ କରିଦେଲେ ପିସିସି ସଭାପତି'

ସେହିପରି ମହିଳା ଟିମ ନିକଟରେ ଦିଲ୍ଲୀ ଗସ୍ତ କରି ସୋନିଆ ଗାନ୍ଧୀଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କୁ ଭେଟିଛନ୍ତି । ଏହି ସାକ୍ଷାତକୁ ନେଇ ବରିଷ୍ଠ ନେତା ଆର୍ଯ୍ୟ ଜ୍ଞାନେନ୍ଦ୍ର ଯେଉଁ ବୟାନ ଦେଇଛନ୍ତି ତାକୁ ନିନ୍ଦା କରାଯାଇଛି । ସେମାନେ ବିଜେପିରେ ମିଶିଯାଆନ୍ତୁ ବୋଲି କହିଥିଲେ ଆର୍ଯ୍ୟ ।

ଆର୍ଯ୍ୟ ଜ୍ଞାନେନ୍ଦ୍ର ଶୃଙ୍ଖଳା ଶିଖେଇବା ପୂର୍ବରୁ ନିଜେ ଶୃଙ୍ଖଳା ଶିଖିବା ଦରକାର । ନଚେତ୍ ଚେତାବନୀ ଦେଉଛୁ, ଆମ ବିରୋଧରେ ଗଣମାଧ୍ୟମକୁ ଗଲେ ଅବସ୍ଥା ଭୟଙ୍କର ହେବ ବୋଲି କହିଛନ୍ତି ପୂର୍ବତନ ପିସିସି ସଦସ୍ୟ ସନତ୍ ଦାସ । ଆର୍ଯ୍ୟ ଜ୍ଞାନେନ୍ଦ୍ରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବି ଦାବି ହୋଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ପୁଣି କଂଗ୍ରେସରେ ବିବାଦ। ପିସିସି ସଭାପତିଙ୍କ ବିରୋଧରେ ବିଷ ଓଗଲିଛନ୍ତି ପୂର୍ବତନ ଶୃଙ୍ଖଳା କମିଟି ଅଧ୍ୟକ୍ଷା ସନ୍ଧ୍ୟା ମହାପାତ୍ର। ସାମ୍ବାଦିକ ସମ୍ମିଳନୀରେ ସେ ସଭାପତିଙ୍କ ଉପରେ ବର୍ଷିଛନ୍ତି। ଯେଉଁଭଳି ଭାବରେ ସଭାପତି ଆସନ ମାଡି ବସିଛନ୍ତି ତାକୁ ସେ ନିନ୍ଦା କରିଛନ୍ତି। ଇସ୍ତଫା ଦେଇ କାହିଁକି ଗାଦୀରେ ବସିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଜାଣିଶୁଣି କଂଗ୍ରେସ କୁ ତାଳିତଳାନ୍ତ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେହିପରି ମହିଳା ଟିମ ନିକଟରେ ଦିଲ୍ଲୀ ଗସ୍ତ କରି ସୋନିଆ ଗାନ୍ଧୀଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ଭେଟିଛନ୍ତି। ଏହି ସାକ୍ଷାତକୁ ନେଇ ବରିଷ୍ଠ ନେତା ଆର୍ଯ୍ୟ ଜ୍ଞାନେନ୍ଦ୍ର ଯେଉଁ ବୟାନ ଦେଇଛନ୍ତି ତାକୁ ନିନ୍ଦା କରାଯାଇଛି। ସେମାନେ ବିଜେପିରେ ମିଶି ଯାଆନ୍ତୁ ବୋଲି କହିଥିଲେ ଆର୍ଯ୍ୟ। ଏନେଇ ତାଙ୍କୁ ଚେତାବନୀ ଦେଲେ ଅନ୍ୟ ବରିଷ୍ଠ ନେତ୍ରୀ ଓ ନେତା।
ଆର୍ଯ୍ୟ ଜ୍ଞାନେନ୍ଦ୍ର ଶୃଙ୍ଖଳା ଶିଖେଇବା ପୂର୍ବରୁ ନିଜେ ଶୃଙ୍ଖଳା ଶିଖିବା ଦରକାର। ନଚେତ୍ ଚେତାବନୀ ଦେଉଛୁ, ଆମ ବିରୋଧରେ ଗଣମାଧ୍ୟମକୁ ଗଲେ ଅବସ୍ଥା ଭୟଙ୍କର ହେବ। କହିଲେ ପୂର୍ବତନ ପିସିସି ସଦସ୍ଯ ସନତ୍ ଦାସ। ଆର୍ଯ୍ୟ ଜ୍ଞାନେନ୍ଦ୍ରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି।
Body:ବାଇଟ ସନ୍ଧ୍ୟା ମହାପାତ୍ର, ବରିଷ୍ଠ କଂଗ୍ରେସ ନେତ୍ରୀ
ବାଇଟ ସନତ ଦାସ, କଂଗ୍ରେସ ନେତାConclusion:
Last Updated : Dec 12, 2019, 2:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.