ETV Bharat / city

କଂଗ୍ରେସ ବନ୍ଦ ଡାକରାକୁ ସମର୍ଥନ ପାଇଁ ଆହ୍ବାନ ଦେଲେ ପିସିସି ସଭାପତି - ମମିତା ମେହେର ହତ୍ୟାକାଣ୍ଡ

ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଶୁକ୍ରବାର କଂଗ୍ରେସ ଶାନ୍ତି ପୂର୍ଣ୍ଣ ବନ୍ଦ ଡାକରା ଦେଇଛି । ଅଧିକ ପଢନ୍ତୁ...

ପିସିସି ସଭାପତି
ପିସିସି ସଭାପତି
author img

By

Published : Nov 11, 2021, 9:46 PM IST

ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଆସନ୍ତାକାଲି(ଶୁକ୍ରବାର) କଂଗ୍ରେସ ଶାନ୍ତି ପୂର୍ଣ୍ଣ ବନ୍ଦ ଡାକରା ଦେଇଛି ।

ଏନେଇ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ସମଗ୍ର ଦେଶରେ ନାରୀ ନିର୍ଯାତନାରେ ଓଡିଶା ସର୍ବାଗ୍ରେ ରହିଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ମହିଳା ବିରୋଧୀ ହିଂସା ଦୈନିକ ବୃଦ୍ଧି ପାଉଛି ତେଣୁ କଂଗ୍ରେସର 6 ଘଣ୍ଟିଆ ଓଡିଶା ବନ୍ଦକୁ ସମର୍ଥନ କରିବା ପାଇଁ ଜନ ସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି ।

କଂଗ୍ରେସ ବନ୍ଦ ଡାକରାକୁ ସମର୍ଥନ ପାଇଁ ଆହ୍ବାନ ଦେଲେ ପିସିସି ସଭାପତି

ନିରଞ୍ଜନ କହିଛନ୍ତି ଏଭଳି ହିଂସା ଲଜ୍ୟାର ସମସ୍ତ ସୀମା ଡେଇଁଛି । ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀଙ୍କୁ ବହିଷ୍କାର ଦାବିରେ କଂଗ୍ରେସ ପକ୍ଷରୁ ସକାଳ 6 ଟା ରୁ ଦିନ 12 ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ଦଳମତ ନିର୍ବିଶେଷରେ ସମସ୍ତେ ଏହାକୁ ସମର୍ଥନ ଦେବାକୁ ନିବେଦନ କରିଛନ୍ତି ପିସିସି ସଭାପତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.