ETV Bharat / city

ସାଧାରଣତନ୍ତ୍ର ଦିବସ ପାଇଁ ପରେଡ ପ୍ରସ୍ତୁତି

author img

By

Published : Jan 22, 2020, 11:22 PM IST

ସାଧାରଣତନ୍ତ୍ର ଦିବସ ପାଇଁ ଭୁବନେଶ୍ବରରେ ଚାଲିଛି ପ୍ରସ୍ତୁତି । ପରେଡ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ନେଇ ସୂଚନା ଦେଲେ ପୋଲିସ କମିଶନର । ଅଧିକ ପଢନ୍ତୁ...

pared preparation, republic day pared, ସାଧାରଣତନ୍ତ୍ର ଦିବସ, ସାଧାରଣତନ୍ତ୍ର ଦିବସ ପରେଡ, ପରେଡ଼ ପ୍ରସ୍ତୁତି   ,  republic day
ସାଧାରଣତନ୍ତ୍ର ଦିବସ ପାଇଁ ପରେଡ଼ ପ୍ରସ୍ତୁତି

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀରେ ଚାଲିଛି ପରେଡ଼ ପ୍ରସ୍ତୁତି । ଏଥର ଦିଲ୍ଲୀ ଢାଞ୍ଚାରେ ହେବ ଫାଇଲ ମାର୍ଚ୍ଚ ପାରେଡ଼ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର । 50 ପ୍ଲାଟୁନ ଟ୍ରୁପ, 6ଟି ସାଂସ୍କୃତିକ ଦଳ, 3ଟି ଯାନ ଓ 2ଟି ଡେୟାର ଡେଭିଲ ଦଳ ଏହି ପରେଡରେ ଭାଗ ନେବେ ।

ସାଧାରଣତନ୍ତ୍ର ଦିବସ ପାଇଁ ପରେଡ଼ ପ୍ରସ୍ତୁତି

ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ ଉତ୍ସବ। ଏନେଇ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହୋଇଛି । ଏଥର ମୁଖ୍ୟମନ୍ତ୍ରୀ ପରେଡ଼କୁ ଅଧିକ ସୁବ୍ୟବସ୍ଥିତ ଏବଂ ସୁନ୍ଦର କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ପ୍ରଥମକରି ଏଥର କଲମ ମାର୍ଚ୍ଚ ପାଷ୍ଟ କରାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି। ଜନସାଧାରଣଙ୍କ ଗମନାଗମନ ସୁବିଧା ପାଇଁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଉଛି। ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଗାଡି ମୋଟର ଚଳାଚଳ ଶୃଙ୍ଖଳିତ ହେବ ବୋଲି ଟ୍ରାଫିକ ଡିସିପି ସାଗରିକା ନାଥ କହିଛନ୍ତି। ଏଥର ରାଜ୍ୟବାସୀ ସାଧାରଣତନ୍ତ୍ର ଦିବସରେ ଆଦିବାସୀ ନୃତ୍ୟର ଝଲକ ଦେଖିବେ। ଗଞ୍ଜାମର ଯୋଡି ଶଙ୍ଖ ନୃତ୍ୟ ମନ ମୋହିବ । ଦେଶାତ୍ମବୋଧକ ସଂଗୀତରେ ଘରୋଇ ସ୍କୁଲର ଛାତ୍ରଛାତ୍ରୀ ମାନେ ଆକର୍ଷଣୀୟ ଏବଂ ମନମୁଗ୍ଧକର ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ସାଧାରଣତନ୍ତ୍ର ନେଇ ପରେଡ଼ ପ୍ରସ୍ତୁତି।

Body:ସାଧାରଣତନ୍ତ୍ର ଦିବସ ପାଇଁ ପରେଡ଼ ପ୍ରସ୍ତୁତି ।ଏଥର ଦିଲ୍ଲୀ ଢାଞ୍ଚାରେ ହେବ ଫାଇଲ ମାର୍ଚ୍ଚ ପାରେଡ଼।ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ।୫୦ ପ୍ଲାଟୁନ ଟ୍ରପ,୬ଟି ସାଂସ୍କୃତିକ ଦଳ,୩ଟି ଯାନ ଓ ୨ଟି ଡ୍ୟାର ଡେଭିଲ ଦଳ।ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗ ରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ ଉତ୍ସବ।ଏନେଇ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହୋଇଛି।

ମୁଖ୍ୟମନ୍ତ୍ରୀ ଏଥର ଚାହିଁଛନ୍ତି ପ୍ୟାରେଡ଼ କୁ ଅଧିକ ସୁବ୍ୟବସ୍ଥିତ ଏବଂ ସୁନ୍ଦର କରିବାକୁ ।ପ୍ରଥମକରି ଏଥର କଲମ ମାର୍ଚ୍ଚ ପାଷ୍ଟ କରାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି।

ଜନସାଧାରଣ ଙ୍କ ଗମନାଗମନ ସୁବିଧା ପାଇଁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଉଛି।ଏନେଇ ନିର୍ଦେଶନମା ଜାରି କରାଯାଇଛି।ଗାଡି ମୋଟର ଚଳାଚଳ ଶୃଙ୍ଖଳିତ ହେବ ବୋଲି ଟ୍ରାଫିକ ଡିସିପି ସାଗରିକା ନାଥ କହିଛନ୍ତି।

ଏଥର ରାଜ୍ୟବାସୀ ସାଧାରଣତନ୍ତ୍ର ଦିବସରେ ଆଦିବାସୀ ନୃତ୍ୟ ର ଝଲକ ଦେଖିବେ।ଗଞ୍ଜାମ ର ଯୋଡି ଶଙ୍ଖ ନୃତ୍ୟଦଲ ମାନମୋହିବେ।ଦେଶାତ୍ମବୋଧକ ସଂଗୀତରେ ଘରୋଇ ସ୍କୁଲର ଛାତ୍ରଛାତ୍ରୀ ମାନେ ଖୁବ ଆକର୍ଷଣୀୟ ଏବଂ ମନମୁଗ୍ଧ କର ନୃତ୍ୟ ନାଚିଥିଲେ।ଯାଦୁକର ସ୍କେଟିଂ ସମସ୍ତଙ୍କୁ ବିଭୋର କରିଥିଲା।

byt1 sudhansu sarangi ,police commissioner

byt2 sagarika nath dcp traffick

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.