ଭୁବନେଶ୍ବର: ଫେବୃଆରୀ ପହିଲାରେ ଆଗତ ହେବ କେନ୍ଦ୍ର ବଜେଟ 2021 । କୋରୋନା କାଳର ଏହା ପ୍ରଥମ ବଜେଟ ରହିଥିଲା ବେଳେ ଅଭାବ ରହିଛି ପୁଞ୍ଜି ହେଲେ ଆଶା ଅଧିକ ଅଧିକ ବ୍ୟୟ ପାଇଁ । ଏଭଳି ପରିସ୍ଥିତିରେ କେଉଁ ସବୁ ଦିଗ ଉପରେ ରହିବ ସରକାରଙ୍କ ଗୁରୁତ୍ବ .. ଏଥିରେ ଓଡିଶା ପାଇଁ କଣ ସମ୍ଭାବନା ରହିପାରେ .. ଶୁଣନ୍ତୁ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ମତ
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ , ଇଟିଭି ଭାରତ