ETV Bharat / city

ରାଜ୍ୟରେ 13 ପ୍ରତିଶତ ବଢିଛି ନୂଆ ବ୍ୟବସ୍ଥାରେ ଧାନ ସଂଗ୍ରହ

ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଖରିଫ ଋତୁରେ ଧାନକିଣା ପ୍ରତିଶତ ବଢିଛି । 13 ପ୍ରତିଶତ ଅଧିକା ଧାନ କିଣା ହୋଇଥିବା କହିଛି ବିଭାଗ ।

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Dec 4, 2019, 7:30 AM IST

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଦ୍ବାରା ଖରିଫ୍‌ ଧାନ ସଂଗ୍ରହ ବର୍ଷ ୨୦୧୯-୨୦ରେ ଆଜି ସୁଦ୍ଧା ୩୧ ହଜାର ୧୮୮ ଜଣ ଚାଷୀ ମୋଟ ୨୧ ଲକ୍ଷ ୧୯ ହଜାର ୫୦୧ କ୍ବିଣ୍ଟାଲ ଧାନ ସଂଗ୍ରହ କେନ୍ଦ୍ରରେ ବିକ୍ରି କରିଛନ୍ତି । ଯାହାକି ଗତବର୍ଷ ଆଜିର ଦିନଠାରୁ ୧୩ ପ୍ରତିଶତ ଅଧିକ । ଗତ ୨୦୧୮ ଡିସେମ୍ବର ୩ ତାରିଖ ସୁଦ୍ଧା ମୋଟ ୧୮ ଲକ୍ଷ ୭୮ ହଜାର ୮୭୧ କ୍ବିଣ୍ଟାଲ୍‌ ଧାନ ସଂଗ୍ରହ ହୋଇଥିଲା ।

paddy-procurement
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଧାନ ସଂଗ୍ରହ କାର୍ଯ୍ୟକୁ ସ୍ବଚ୍ଛ ଓ ବ୍ୟବସ୍ଥିତ କରିବା ପାଇଁ ଅନ୍‌ଲାଇନ୍‌ରେ ପଞ୍ଜୀକୃତ ଚାଷୀମାନଙ୍କୁ ଆଗୁଆ ଟୋକେନ୍‌ ବ୍ୟବସ୍ଥାରେ ପି-ପାସ୍‌ ଜରିଆରେ ଧାନ ସଂଗ୍ରହ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୧୭ଟି ଜିଲ୍ଲାରେ ୯୬୬ଟି ଧାନ ସଂଗ୍ରହ କେନ୍ଦ୍ରରୁ ୧ଲକ୍ଷ ୫୨ ହଜାର ୯୭୫ ଜଣ ଚାଷୀଙ୍କୁ ୨ ଲକ୍ଷ ୫ ହଜାର ୬୦୧ ଟି ଆଗୁଆ ଟୋକେନ୍‌ ଦିଆଯାଇଛି । ଅଧିକ ଧାନ ସଂଗ୍ରହ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବରଗଡ଼ ଜିଲ୍ଲାରେ ୧୬ ହଜାର ୨୩ ଜଣ ଚାଷୀ ୧୧ ଲକ୍ଷ ୩୮ ହଜାର ୬୧୬ କ୍ବିଣ୍ଟାଲ ଧାନ ବିକି୍ର କରିଥିବାବେଳେ ବଲାଙ୍ଗୀର ଜିଲ୍ଲାର ୨୦୭୭ ଜଣ ଚାଷୀ ୧ ଲକ୍ଷ ୪୬ ହଜାର ୫୯ କ୍ବିଣ୍ଟାଲ୍‌, କଳାହାଣ୍ଡି ଜିଲ୍ଲାର ୩୫୦୫ ଜଣ ଚାଷୀ ୨ ଲକ୍ଷ ୩୨ ହଜାର ୬୧୧ କ୍ବିଣ୍ଟାଲ, ମାଲକାନଗିରିର ୨୮୭୭ ଜଣ ଚାଷୀ ୧ ଲକ୍ଷ ୫ ହଜାର ୯୫୬ କ୍ବିଣ୍ଟାଲ, ନୂଆପଡ଼ା ଜିଲ୍ଲାର ୧୭୮୬ ଜଣ ଚାଷୀ ୬୯ ହଜାର ୫୪୩ କ୍ବିଣ୍ଟାଲ ଧାନ ବିକ୍ରି କରିଛନ୍ତି ।

ସେହିପରି ସମ୍ବଲପୁର ଜିଲ୍ଲାର ୨୫୩୪ ଜଣ ଚାଷୀ ୨ ଲକ୍ଷ ୩୩ ହଜାର ୭୩୦ କ୍ବିଣ୍ଟାଲ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ୧୯୨୧ ଜଣ ଚାଷୀ ୧ ଲକ୍ଷ ୬୬ ହଜାର ୩୧୪ କ୍ବିଣ୍ଟାଲ ଧାନ ବିକ୍ରି କରିଛନ୍ତି । ସେହିପରି ଧାନ ବିକ୍ରିର ମୂଲ୍ୟ ପ୍ରତ୍ୟକ୍ଷ ହସ୍ତାନ୍ତର ବ୍ୟବସ୍ଥାରେ ଆଜି ସୁଦ୍ଧା ୨୮ ହଜାର ୮୦୧ ଜଣ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩୨୪ କୋଟି ୩୫ ଲକ୍ଷ ୭୯ ହଜାର ୨୪୪ ଟଙ୍କା ପ୍ରଦାନ କରାଯାଇଥିବା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜ୍ୟ ସରକାରଙ୍କ ଦ୍ୱାରା ଖରିଫ୍‌ ଧାନ ସଂଗ୍ରହ ବର୍ଷ ୨୦୧୯-୨୦ରେ ଆଜି ସୁଦ୍ଧା ୩୧ ହଜାର ୧୮୮ ଜଣ ଚାଷୀ
ମୋଟ ୨୧ ଲକ୍ଷ ୧୯ ହଜାର ୫୦୧ କ୍ୱିଣ୍ଟାଲ୍‌ ଧାନ ବିଭିନ୍ନ ଧାନ ସଂଗ୍ରହ କେନ୍ଦ୍ରରେ ବିକି୍ର କରିଛନ୍ତି ଯାହାକି ଗତବର୍ଷ ଆଜିର ଦିନଠାରୁ
୧୩ ପ୍ରତିଶତ ଅଧିକ । ଗତ ୨୦୧୮ ଡିସେମ୍ବର ୩ ତାରିଖ ସୁଦ୍ଧା ମୋଟ ୧୮ ଲକ୍ଷ ୭୮ ହଜାର ୮୭୧ କ୍ୱିଣ୍ଟାଲ୍‌ ଧାନ ସଂଗ୍ରହ
ହୋଇଥିଲା ।
ଧାନ ସଂଗ୍ରହ କାର୍ଯ୍ୟକୁ ସ୍ୱଚ୍ଛ ଓ ବ୍ୟବସ୍ଥିତ କରିବା ପାଇଁ ଅନ୍‌ଲାଇନ୍‌ରେ ପଞ୍ଜୀକୃତ ଚାଷୀମାନଙ୍କୁ ଆଗୁଆ ଟୋକେନ୍‌
ବ୍ୟବସ୍ଥାରେ ପି-ପାସ୍‌ ଜରିଆରେ ଧାନ ସଂଗ୍ରହ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୧୭ଟି ଜିଲ୍ଲାରେ ୯୬୬ଟି ଧାନ ସଂଗ୍ରହ କେନ୍ଦ୍ରରୁ ୧
ଲକ୍ଷ ୫୨ ହଜାର ୯୭୫ ଜଣ ଚାଷୀଙ୍କୁ ୨ ଲକ୍ଷ ୫ ହଜାର ୬୦୧ ଟି ଆଗୁଆ ଟୋକେନ୍‌ ଦିଆଯାଇଛି ।
ଅଧିକ ଧାନ ସଂଗ୍ରହ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବରଗଡ଼ ଜିଲ୍ଲାରେ ୧୬ ହଜାର ୨୩ ଜଣ ଚାଷୀ ୧୧ ଲକ୍ଷ
୩୮ ହଜାର ୬୧୬ କ୍ୱିଣ୍ଟାଲ୍‌ ଧାନ ବିକି୍ର କରିଥିବାବେଳେ ବଲାଙ୍ଗୀର ଜିଲ୍ଲାର ୨୦୭୭ ଜଣ ଚାଷୀ ୧ ଲକ୍ଷ ୪୬ ହଜାର ୫୯ କ୍ୱିଣ୍ଟାଲ୍‌,
କଳାହାଣ୍ଡି ଜିଲ୍ଲାର ୩୫୦୫ ଜଣ ଚାଷୀ ୨ ଲକ୍ଷ ୩୨ ହଜାର ୬୧୧ କ୍ୱିଣ୍ଟାଲ୍‌, ମାଲକାନଗିରିର ୨୮୭୭ ଜଣ ଚାଷୀ ୧ ଲକ୍ଷ ୫ ହଜାର
୯୫୬ କ୍ୱିଣ୍ଟାଲ୍‌, ନୂଆପଡ଼ା ଜିଲ୍ଲାର ୧୭୮୬ ଜଣ ଚାଷୀ ୬୯ ହଜାର ୫୪୩ କ୍ୱିଣ୍ଟାଲ୍‌, ସମ୍ବଲପୁର ଜିଲ୍ଲାର ୨୫୩୪ ଜଣ ଚାଷୀ ୨ ଲକ୍ଷ
୩୩ ହଜାର ୭୩୦ କ୍ୱିଣ୍ଟାଲ୍‌ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ୧୯୨୧ ଜଣ ଚାଷୀ ୧ ଲକ୍ଷ ୬୬ ହଜାର ୩୧୪ କ୍ୱିଣ୍ଟାଲ୍‌ ଧାନ ବିଭିନ୍ନ
ପ୍ୟାକସ୍‌ରେ ଧାନ ବିକି୍ର କରିଛନ୍ତି । ସେହିପରି ଧାନ ବିକି୍ର ମୂଲ୍ୟ ପ୍ରତ୍ୟକ୍ଷ ହସ୍ତାନ୍ତର ବ୍ୟବସ୍ଥାରେ ଆଜି ସୁଦ୍ଧା ୨୮ ହଜାର ୮୦୧ ଜଣ
ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩୨୪ କୋଟି ୩୫ ଲକ୍ଷ ୭୯ ହଜାର ୨୪୪ ଟଙ୍କା ପ୍ରଦାନ କରାଯାଇଛି ।
Body:କConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.