ETV Bharat / city

5ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି - orange alert in odisha

ଳଘୁଚାପ ପ୍ରଭାବରେ ସାରା ଓଡିଶାରେ ଝିପିଝିପି ବର୍ଷା ଜାରି ରହିଥିବା ବେଳେ ରାଜ୍ୟର 5ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଫାଇଲ ଫଟୋ
author img

By

Published : Jul 26, 2019, 11:16 AM IST

ଭୁବନେଶ୍ବର: ଆନ୍ଧ୍ର- ଓଡିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଝିପି ଝିପି ବର୍ଷା ଜାରି ରହିଛି । ଏଥିସହ କିଛି ସ୍ଥାନରେ ତୁହାକୁ ତୁହା ବର୍ଷା ହୋଇଛି । ତେବେ ଆଜି (ଶୁକ୍ରବାର) ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ପାଞ୍ଚଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଏହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ଦେଓଗଡ଼, ଅନୁଗୁଳ, ସମ୍ବଲପୁର । ଏହି ପାଞ୍ଚଟି ଜିଲ୍ଲାରେ ଶୁକ୍ରବାର ଏବଂ ଶନିବାର ଅତିରୁ ଅତି ପ୍ରବଳ ବର୍ଷା ହେବାକୁ ଥିବା ବେଳେ ରାଜ୍ୟର ବାକି ସବୁ ଜିଲ୍ଲାରେ ଅତି ରୁ ଅତି ପ୍ରବଳ ବର୍ଷା ନ ହେଲେ ମଧ୍ୟ ଆଜି ଏବଂ କାଲି ଝିପିଝିପି ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାଅନୁମାନ କରିଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

sdfsdf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.