ETV Bharat / city

ନାଁକୁ ମାତ୍ର ଅନଲାଇନରେ ମଦ ବିକ୍ରି, କାଉଣ୍ଟର ବାହାରେ ଲାଗିଛି ଭିଡ - online wine sales

ଲକଡାଉନ ନିୟମକୁ କଡାକଡି କରିବାକୁ ତଥା ସାମାଜିକ ଦୂରତାକୁ ବଜାୟ ରଖିବାକୁ ଅନଲାଇନ ମଦ ବ୍ୟବସାୟ ପାଇଁ ଅନୁମତି ମିଳିଥିଲା ।

online-wine-sales-but-crowds-outside-the-counter
ନାଁକୁ ମାତ୍ର ଅନଲାଇନରେ ମଦ ବିକ୍ରି, କାଉଣ୍ଟର ବାହାରେ ଲାଗିଛି ଭିଡ
author img

By

Published : May 25, 2020, 10:49 PM IST

ଭୁବନେଶ୍ବର: ସୋମବାରଠୁ ସାରା ରାଜ୍ୟରେ ଅନଲାଇନରେ ମିଳିଲା ମଦ । ଲକଡାଉନ ନିୟମକୁ କଡାକଡି କରିବାକୁ ତଥା ସାମାଜିକ ଦୂରତାକୁ ବଜାୟ ରଖିବାକୁ ଅନଲାଇନ ମଦ ବ୍ୟବସାୟ ପାଇଁ ଅନୁମତି ମିଳିଥିଲା ।

ନାଁକୁ ମାତ୍ର ଅନଲାଇନରେ ମଦ ବିକ୍ରି, କାଉଣ୍ଟର ବାହାରେ ଲାଗିଛି ଭିଡ

ମାତ୍ର ଏହି ଦୃଶ୍ୟ ଦେଖିଲେ ଏହା ଯେମିତି ମନେ ହେଉଛି କଂସାରୀ ଘରର ପାରକୁ କାଲୁ ଧାଉଁ ଧାଉଁ । ନାଁକୁ ମାତ୍ର ଅନଲାଇନ ମଦ ବିକ୍ରି, ଏଠି ଖୁଲମଖୁଲା ଚାଲିଛି ମଦ କାରବାର । ସଟର ଟେକି, ଗଳି ବାଟ ଦେଇ ବୋହି ନେଇ ଯାଉଛନ୍ତି ମଦ । ଯାହାକୁ ପଚାରିଲେ ଅନଲାଇନରେ ଅର୍ଡର କରିଥିଲୁ ବୋଲି ଉତ୍ତର ଦେଉଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.