ETV Bharat / city

ବାଲେଶ୍ବରରେ ଆଉ ଜଣେ ପଜେଟିଭ୍‌, ରାଜ୍ୟରେ ସଂଖ୍ୟା 175

author img

By

Published : May 5, 2020, 7:22 PM IST

Updated : May 5, 2020, 8:39 PM IST

one new covid 19 positive case
ରାଜ୍ୟରେ ଆଉ ଜଣେ ପଜେଟିଭ୍‌, ସଂଖ୍ୟା 174କୁ ବୃଦ୍ଧି

20:30 May 05

ବାଲେଶ୍ବରରେ ଆଉ ଜଣେ ପଜେଟିଭ୍‌, ରାଜ୍ୟରେ ସଂଖ୍ୟା 175

one new covid 19 positive case
ବାଲେଶ୍ବରରେ ଆଉ ଜଣେ ପଜେଟିଭ୍‌, ରାଜ୍ୟରେ ସଂଖ୍ୟା 175

ଭୁବନେଶ୍ବର: ବାଲେଶ୍ବରରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ସଂଖ୍ୟା 175କୁ ବୃଦ୍ଧି । ଆକ୍ରାନ୍ତ ଜଣଙ୍କ 40 ବର୍ଷୀୟା ମହିଳା ହୋଇଥିବାବେଳେ କଣ୍ଟାକ୍‌ ଟ୍ରେସିଂ ଜାରି ରହିଛି ।  

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

19:21 May 05

ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ । ସଂଖ୍ୟା 174କୁ ବୃଦ୍ଧି । ଆକ୍ରାନ୍ତ ଜଣଙ୍କ 49 ବର୍ଷୀୟ ପୁରୁଷ ହୋଇଥିବାବେଳେ ତାଙ୍କ ଘର ରାଉରକେଲାରେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି । ସେ କୋଲକାତାରୁ ଆସିଥିବାବେଳେ କ୍ବାରେଣ୍ଟାଇନରେ ଥିଲେ ।  

Last Updated : May 5, 2020, 8:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.