ETV Bharat / city

'ଓ୍ଵାନ ନେସନ୍ ଓ୍ଵାନ ରାସନ କାର୍ଡ' ବ୍ୟବସ୍ଥାରେ ଯୋଡି ହେଲା ଓଡିଶା - 'ଓ୍ଵାନ ନେସନ୍ ଓ୍ଵାନ ରାସନ କାର୍ଡ'

ସାରା ଦେଶରେ ସୋମବାରଠାରୁ ଲାଗୁ ହୋଇଛି ‘ୱାନ୍ ନେସନ୍ ୱାନ୍ ରାସନ୍ କାର୍ଡ’ । ସୋମବାରଠାରୁ ଓଡିଶାରେ ମଧ୍ୟ ଏହି ବ୍ଯବସ୍ଥାରେ ଯୋଡି ହୋଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ମହାନଗର ନିଗମରୁ ଏହି ବ୍ୟବସ୍ଥା ଲାଗୁ ହେବ । ଅଧିକ ପଢନ୍ତୁ...

'ଓ୍ଵାନ ନେସନ୍ ଓ୍ଵାନ ରାସନ କାର୍ଡ' ବ୍ୟବସ୍ଥାରେ ଯୋଡି ହେଲା ଓଡିଶା

author img

By

Published : Jun 1, 2020, 6:11 PM IST

ଭୁବନେଶ୍ବର: ସାରା ଦେଶରେ ଲାଗୁ ହୋଇଛି ‘ୱାନ୍ ନେସନ୍ ୱାନ୍ ରାସନ୍ କାର୍ଡ’ । ଅର୍ଥାତ ଏଣିକି ଆପଣ ଯେଉଁ ସ୍ଥାନରେ ଥିଲେ ବି ଯେକୌଣସି କଣ୍ଟ୍ରୋଲ ଦୋକାନରୁ ରାସନ ସାମଗ୍ରୀ ଉଠାଇ ପାରିବେ । ସୋମବାରଠାରୁ ଏହି ବ୍ୟବସ୍ଥା ସହ ଓଡିଶା ଯୋଡିହୋଇଛି ।

'ଓ୍ଵାନ ନେସନ୍ ଓ୍ଵାନ ରାସନ କାର୍ଡ' ବ୍ୟବସ୍ଥାରେ ଯୋଡି ହେଲା ଓଡିଶା

୨୩ଟି ରାଜ୍ୟରୁ ୬୭ କୋଟି ହିତାଧିକାରୀଙ୍କ ପାଇଁ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଓଡିଶାରେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ମହାନଗର ନିଗମରୁ ଏହି ବ୍ୟବସ୍ଥା ଲାଗୁ ହେବ । ଏହାକୁ ଲାଗୁ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ସରକାର । ପ୍ରଥମ ପର୍ଯ୍ୟାୟରୁ ପାଇଲଟ୍ ବେସିସରେ ଭୁବନେଶ୍ବର ମହାନଗର ନିଗମରୁ ଏହା ଆରମ୍ଭ ହେବ । ପରେ ଏହାକୁ ସାରା ରାଜ୍ୟରେ ଲାଗୁ କରାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.