ETV Bharat / city

ସୁନ୍ଦରଗଡରେ ଆଉ ଜଣେ ପଜିଟିଭ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା 163 - sundargarh is in orange zone

ସୁନ୍ଦରଗଡରୁ ଜଣେ ବ୍ୟକ୍ତି କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 163 ରେ ପହଞ୍ଚିଚିଛି ।

ରାଜ୍ୟରେ କୋରୋନା ଆକ୍ରାନ୍ତ ସଂଖ୍ୟା 163
ରାଜ୍ୟରେ କୋରୋନା ଆକ୍ରାନ୍ତ ସଂଖ୍ୟା 163
author img

By

Published : May 4, 2020, 7:58 AM IST

ଭୁବନେଶ୍ବର: ରାଜ୍ୟରେ ପୁଣି କୋରୋନା ପଜିଟିଭ ଚିହ୍ନଟ । ସୁନ୍ଦରଗଡରୁ ଜଣେ ବ୍ୟକ୍ତି କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 163 ରେ ପହଞ୍ଚିଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ରାଜ୍ୟରେ କୋରୋନା ଆକ୍ରାନ୍ତ ସଂଖ୍ୟା 163
ରାଜ୍ୟରେ କୋରୋନା ଆକ୍ରାନ୍ତ ସଂଖ୍ୟା 163

ରାଜ୍ୟରେ ପ୍ରତ୍ୟେକ ଦିନ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ ଆକ୍ରାନ୍ତ ସଂଖ୍ୟାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଜିଲ୍ଲାକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇଛି । ସୁନ୍ଦରଗଡ ଜିଲ୍ଲା ଅରେଞ୍ଜ ଜୋନରେ ଯାଉଥିବା ବେଳେ ଏବେ ସୁନ୍ଦରଗଡରେ ଆକ୍ରାନ୍ତଙ୍କ ସଂଖ୍ୟା 11 ରେ ପହଞ୍ଚିଛି ।

ସୁନ୍ଦରଗଡରେ ପୁଣି ଜଣେ କୋରୋନା ପଜିଟିଭ
ସୁନ୍ଦରଗଡରେ ପୁଣି ଜଣେ କୋରୋନା ପଜିଟିଭ

ରାଜ୍ୟରେ ଏବେ ସୁଦ୍ଧା 163 ଜଣ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ 60 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେଥିମଧ୍ୟରୁ 102 ଟି ଆକ୍ଟିଭ ମାମଲା ରହିଛି ।

ସୌଜନ୍ୟ@H&FW

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.