ETV Bharat / city

ଜେଲରୁ ବେଲରେ ଆସି ଚାଲିଛି ନିଶା କାରବାର: ଡ୍ରଗ୍ସ ମାମଲାରେ 3 ମାସରେ 2ଥର ଗିରଫ

author img

By

Published : Jul 2, 2022, 10:48 AM IST

ରାଜଧାନୀରେ ନାମକୁ ମାତ୍ର ବସ୍ତିଚାଲ ଅଭିଯାନ । ଡ୍ରଗସ ମାମଲାରେ 3 ମାସରେ 2 ଥର ଗିରଫ ହେଲା ବ୍ରାଉନସୁଗାର ବେପାରୀ । ଅଧିକ ପଢନ୍ତୁ

ଜେଲରୁ ବେଲରେ ଆସି ଚାଲିଛି ନିଶା କାରାବାର , ଡ୍ରଗ୍ସ ମାମଲାରେ 3 ମାସରେ 2ଥର ଗିରଫ

ଭୁବନେଶ୍ବର: ରାଜଧାନୀରେ ନାମକୁ ମାତ୍ର ବସ୍ତିଚାଲ ଅଭିଯାନ । ଜେଲରୁ ଫେରି ପୁଣି ଡ୍ରଗ୍ସ କାରବାରରେ ସାମିଲ ହେଉଛନ୍ତି ବେପାରୀ । କିନ୍ତୁ ଏନେଇ ପୋଲିସ ପାଖରେ ଖବର ନାହିଁ । ପୋଲିସର ଆଢୁଆଳରେ ପୁରା ବସ୍ତିକୁ କଣ୍ଟ୍ରୋଲ କରୁଛନ୍ତି ବ୍ରାଉନସୁଗାର ବେପାରୀ । ଯାହାର ଜ୍ବଳନ୍ତ ଉଦାହରଣ ହେଉଛି କ୍ୟାପିଟାଲ ଥାନା କେଦାରପଲ୍ଲୀରୁ ଗିରଫ ହୋଇଥିବା ଅଭିଯୁକ୍ତ ।

36 ବର୍ଷୀୟ ଅଭିଯୁ୍କ୍ତ ସଞ୍ଜୟ ନାୟକକୁ ଗୁରୁବାର ଗିରଫ କରିଛି ଅବକାରୀ ଫ୍ଲାଇଙ୍ଗସ୍କ୍ବାଡ । ଯାହାଠାରୁ ଜବତ ହୋଇଛି 77ଗ୍ରାମର ବ୍ରାଉନସୁଗାର ଯାହାର ଅନୁମାନିକ ମୁଲ୍ୟ 7ଲକ୍ଷ ଟଙ୍କା । ଅଭିଯୁକ୍ତ ଜଣଙ୍କ ନିଜ ଘରେ ‌ରଖି ବେପାର କରୁଥିବା ବେଳେ ଅବକାରୀ ଟିମ କେଦାରପଲ୍ଲୀ ବସ୍ତିରୁ ଗିରଫ କରିଛି । ତେବେ ଏହି ଅଭିଯୁ୍କ୍ତ ଠିକ ଦୁଇମାସ ତଳେ ଅର୍ଥାତ ଏପ୍ରିଲ ମାସରେ 11ତାରିଖରେ ନିଜ ସ୍କୁଟିର‌ ହେଡଲାଇଟ ଭିତରେ ବ୍ରାଉନସୁଗାର ନେଇ ଯିବା ବେଳେ ଧରାପଡିଥିଲା ଅବକାରୀ ଟିମ୍ ହାତରେ । ତେବେ 3 ମାସରେ ଦୁଇ ଥର‌ ଧରା ପଡିଛି ଏହି ବ୍ରାଉନସୁଗାର ମାଫିଆ । ବସ୍ତିରେ ରହି ବ୍ରାଉନସୁଗାର‌ ନେଟଓ୍ବାର୍କ ଚଳାଇଥିବା ବେଳେ ଏବେ ପୋଲିସ ପାଇଁ ଏହା ବଡ ଚ୍ୟାଲେଞ୍ଜ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.