ETV Bharat / city

‘ଓଜସ୍ୱିନୀ’ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

author img

By

Published : Mar 9, 2021, 8:29 AM IST

ସ୍ବେଚ୍ଛାସେବୀ ଅନୁଷ୍ଠାନ ଓଜସ୍ବିନୀ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଛି । ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରଛାତୀଙ୍କୁ ନେଇ ଏହି ଦିବସ ପାଳିଥିଲା ଅନୁଷ୍ଠାନ । ଅଧିକ ପଢନ୍ତୁ...

‘ଓଜସ୍ୱିନୀ’ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
‘ଓଜସ୍ୱିନୀ’ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ବର: ସ୍ବେଚ୍ଛାସେବୀ ଅନୁଷ୍ଠାନ ଓଜସ୍ବିନୀ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଛି । ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରଛାତୀଙ୍କୁ ନେଇ ଏହି ଦିବସ ପାଳିଥିଲା ଅନୁଷ୍ଠାନ । ଏହି ଅବସରରେ ସନ୍ଧ୍ୟା ସମୟରେ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ଅର୍ଜନ ଓ ସେବା କ୍ଷେତ୍ରରେ ଉଦାହରଣ ସାଜିଥିବା ମହିଳଙ୍କୁ ସମ୍ବର୍ଦ୍ଧିତ କରିଥିଲା ।

ଏହାସହ ମହିଳା ଓ ପୁରୁଷମାନେ ଏହି ବାର୍ତ୍ତାକୁ ନେଇ ଏକ ମାରାଥନ ଦୌଡ କରିଥିଲେ । ଉତ୍କଳ ବିଶ୍ବ ବିଦ୍ୟାଳୟରୁ ରମାଦେବୀ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଏହି ଦୌଡ ପ୍ରତିଯୋଗିତା ହୋଇଥିବା ବେଳେ ଉଭୟ ଛାତ୍ର ଓ ଛାତ୍ରୀ ମିଶିକି ଦୌଡ଼ିଥିଲେ । ଆଉ ସମାନତାର ବାର୍ତ୍ତା ଦେଇଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.