ETV Bharat / city

ଟେଷ୍ଟିଂରେ ସାମିଲ ହୋଇଛି ଭାରତୀୟ ଜୀବ ବିଜ୍ଞାନ ସଂସ୍ଥାନ

author img

By

Published : May 14, 2020, 11:30 PM IST

ଟେଷ୍ଟିଂରେ ସାମିଲ ହୋଇଛି ଭାରତୀୟ ଜୀବ ବିଜ୍ଞାନ ସଂସ୍ଥାନ। ରାଜ୍ୟର ଏକ ପ୍ରମୁଖ ସଂସ୍ଥା ଯାହା କୋଭିଡ ଟେଷ୍ଟ କରିପାରୁଛି।

govt of odisha
ଟେଷ୍ଟିଂରେ ସାମିଲ ହୋଇଛି ଭାରତୀୟ ଜୀବ ବିଜ୍ଞାନ ସଂସ୍ଥାନ

ଭୁବନେଶ୍ବର: ଟେଷ୍ଟିଂରେ ସାମିଲ ହୋଇଛି ଭାରତୀୟ ଜୀବ ବିଜ୍ଞାନ ସଂସ୍ଥାନ। ରାଜ୍ୟର ଏକ ପ୍ରମୁଖ ସଂସ୍ଥା ଯାହା କୋଭିଡ ଟେଷ୍ଟ କରିପାରୁଛି। ଯାହା ରାଜ୍ୟରେ 14 ଏପ୍ରିଲରୁ ଆଜି ପର୍ଯ୍ୟନ୍ତ ଟେଷ୍ଟ କରିଆସୁଥିବାବେଳେ କୋଭିଡର ଭ୍ୟାକ୍ସିନ ଉପରେ ମଧ୍ୟ ଗବେଷଣା ଆରମ୍ଭ କରିଛି।

ଆଇଏଲଏସ ସଂସ୍ଥାନ ରାଜ୍ୟରେ 1998 ମସିହାରେ ପ୍ରତିଷ୍ଠା କରାଯାଇଥିଲା। ଏହାକୁ 2003 ମସିହାରେ କେନ୍ଦ୍ର ସରକାର ନିଜ ଅଧିନକୁ ନେଇଥିଲା। ଏହି ଆଇଏଲଏସରେ ବିଭିନ୍ନ ଭାଇରସ ଓ ଜୀବଙ୍କ ଉପରେ ଗବେଷଣା କରାଯାଉଛି। ଏଠାରେ ପାଖପାଖି 200 ରୁ ଉର୍ଦ୍ଧ୍ବ ଗବେଷକ ଅଛନ୍ତି। ତେବେ ଏଠାରେ ଏପ୍ରିଲ 14ରେ ପ୍ରଥମେ କୋଭିଡ ଟେଷ୍ଟ କରାଗଲା । ପ୍ରଥମ ଦିନରେ 44 ଟି ସାମ୍ପଲ ଟେଷ୍ଟ କରାଯାଇଥିଲା।

ତେବେ ଆସନ୍ତୁ ଜାଣିବା ଏଠାରେ ଟେଷ୍ଟ କିପରି ହୁଏ

  • ପ୍ରଥମ ସାମ୍ପୁଲ ଜିଲ୍ଲାରୁ ଆସିଥାଏ।
  • ଭଲ ଭାବରେ ସାନିଟାଇଜ କରାଯାଇଥାଏ।
  • ଯେଉଁ ମାନେ ଲ୍ୟାବରେ କାମ କରନ୍ତି ସେମାନେ ନିଜର ସୁରକ୍ଷା ପ୍ରଥମ କରିଥାନ୍ତି।
  • ଯଦି ପଜେଟିଭ ମିଳିଲା ରାଜ୍ୟ ସରକାର ତାହା ପଠାଇ ଦିଆଯାଇନଥାଏ।
  • ଦ୍ବିତୀୟ ପରୀକ୍ଷା କଲା ପରେ ଯଦି ପଜେଟିଭ ବାହାରେ ତେବେ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯାଇଥାଏ।
  • ଯେଉଁ ମାନେ ଟେଷ୍ଟ କରୁଛନ୍ତି ସେମାନଙ୍କର ପ୍ରତି ସପ୍ତାହରେ ଟେଷ୍ଟ କରାଯାଉଛି।

ରାଜ୍ୟରେ ଆଜି ପର୍ଯ୍ୟନ୍ତ ହୋଇଥିବା ଟେଷ୍ଟର ତାଲିକା

  • ଆରଏମଆରସିରେ 36067 ସାମ୍ପୁଲ ଟେଷ୍ଟ ହୋଇଛି ।
  • ଏସସିବି ମେଡିକାଲ କଲେଜରେ 16083 ସାମ୍ପୁଲ ଟେଷ୍ଟ ହୋଇଛି।
  • ଆଇଏଲଏସରେ 13121ସାମ୍ପୁଲ ଟେଷ୍ଟ ହୋଇଛି।
  • ଏମ୍ସରେ 4026 ସାମ୍ପୁଲ ଟେଷ୍ଟ ହୋଇଛି।
  • ଇସ୍ପାତ ହସ୍ପିଟାଲ ରାଉରକେଲାରେ 3422 ସାମ୍ପୁଲ ଟେଷ୍ଟ ହୋଇଛି।
  • ଏମକେସିଜିରେ 2521 ସାମ୍ପୁଲ ଟେଷ୍ଟ ହୋଇଛି।
  • ବୁର୍ଲା ମେଡିଆକଲରେ 1096 ସାମ୍ପୁଲ ଟେଷ୍ଟ ହୋଇଛି।
  • ଆପୋଲ ହସ୍ପିଟାଲ ରେ 803 ସାମ୍ପୁଲ ଟେଷ୍ଟ ହୋଇଛି।
  • ଅନ୍ୟାନ୍ୟ ଲାବରଟାରୀରେ 11 ଟି ସାମ୍ପୁଲ ଟେଷ୍ଟ କରାଯାଇଛି।
  • ତେବେ ମୋଟ ଆକାରରେ 77150 ଟି ଟେଷ୍ଟ କରାଯାଇଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.