ETV Bharat / city

ଖସିବ ପାରଦ, ବଢିବ ଶୀତ

author img

By

Published : Jan 20, 2021, 8:15 PM IST

Updated : Jan 20, 2021, 8:34 PM IST

ରାଜ୍ୟରେ ଆଗକୁ ଶୀତର ପ୍ରବାହ ବୃଦ୍ଧି ପାଇବ । ଉପକୂଳବର୍ତ୍ତୀ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇ ଅଧିକ ଶୀତ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅଧିକ ପଢନ୍ତୁ...

ଖସିବ ପାରଦ, ବଢିବ ଶୀତ
ଖସିବ ପାରଦ, ବଢିବ ଶୀତ

ଭୁବନେଶ୍ବର: ରାଜ୍ୟରେ ଆହୁରି ବଢିବ ଥଣ୍ଡା । ଆସନ୍ତା ୪୮ ଘଣ୍ଟା ପରେ ତାପମାତ୍ରା ଖସିବା ସହ ଥଣ୍ଡା ବୃଦ୍ଧି ପାଇବ । ଏନେଇ ଆଜି(ବୁଧବାର) ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଖସିବ ପାରଦ, ବଢିବ ଶୀତ
ଭୁବନେଶ୍ବର ପାଣିପାଗ ବିଭାଗ ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ବାସଙ୍କ ସୂଚନା ଅନୁଯାୟୀ ଆଗାମୀ 5 ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । 22 ତାରିଖରୁ ଉତ୍ତର ପଶ୍ଚିମ ଦିଗରୁ କୋହଲା ପବନ ପ୍ରବାହିତ ହେବା ସମ୍ଭାବନା ରହିଛି । ଫଳରେ ରାଜ୍ୟବାସୀ ମାତ୍ରାଧିକ ଶୀତ ଅନୁଭୂତ କରିବେ । ସେହିପରି ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ତାପମାତ୍ରା 3 ରୁ 5 ଡିଗ୍ରୀ କମିବା ସହ ଉପକୂଳ ଜିଲ୍ଲାଗୁଡିକରେ 2 ରୁ 3 ଡିଗ୍ରୀ କମିବ ।ଅନ୍ୟପଟେ ଗତ 24 ଘଣ୍ଟା ମଧ୍ୟରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୧.୫ ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ନିର୍ଦ୍ଦେଶକ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Jan 20, 2021, 8:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.