ETV Bharat / city

ହିଟ୍‌ୱେଭ ଆକ୍ସନ ପ୍ଲାନ: ପୂର୍ବାହ୍ନ 11ରୁ ଅପରାହ୍ନ 3ଟା ଯାଏଁ ଗଡିବନି ବସ୍‌ !

ରାଜ୍ୟରେ ବଢି ଚାଲିଛି ଗ୍ରୀଷ୍ମ ପ୍ରକୋପ । ଗରମରେ ହନ୍ତସନ୍ତ ହେଉଛି ଲୋକେ । ହିଟ ୱେଭ୍‌କୁ ନେଇ ପରିବହନ ବିଭାଗ ଏକ ଆକ୍ସନ ପ୍ଲାନ କରିଛି । ଅଧିକ ପଢ଼ନ୍ତୁ

author img

By

Published : Mar 14, 2022, 6:52 PM IST

ହିଟ୍‌ୱେଭ ଆକ୍ସନ ପ୍ଲାନ: ପୂର୍ବାହ୍ନ 11ରୁ ଅପରାହ୍ନ 3ଟା ଯାଏଁ ଗଡିବିନି ବସ୍‌ !

ଭୁବନେଶ୍ବର: ରାଜ୍ୟରେ ବଢି ଚାଲିଛି ଗ୍ରୀଷ୍ମ ପ୍ରକୋପ । ଗରମରେ ହନ୍ତସନ୍ତ ହେଉଛି ଲୋକେ । ହିଟ ୱେଭ୍‌କୁ ନେଇ ପରିବହନ ବିଭାଗ ଏକ ଆକ୍ସନ ପ୍ଲାନ କରିଛି । ପୂର୍ବାହ୍ନ 11ରୁ ଅପରାହ୍ନ 3ଟା ଯାଏଁ ଗଡିବିନି ବସ । ଏହାକୁ ନେଇ ମାର୍ଗଦର୍ଶିକା ଜାରି କରିଛି ବିଭାଗ । ଗ୍ରୀଷ୍ମ ପ୍ରକୋପରୁ ବର୍ତ୍ତିବା ପାଇଁ OSDMA(Odisha State Disaster Management Authority) ପକ୍ଷରୁ ପରାମର୍ଶ ମଗାଯିବା ପରେ ଏହି ମାର୍ଗଦର୍ଶିକା ଜାରି ହୋଇଛି ।

ତା ସହିତ ବସ୍‌ରେ ରହିବ ବିଶୁଦ୍ଧ ପାନୀୟ ଜଳ ଓ ଓଆରଏସ । ବସ୍‌ଷ୍ଟପରେ ରହିବ ବିଶ୍ରାମଗାର ଓ ଖୋଲିବ ଜଳଛତ୍ର । ବସ୍‌ରେ ଓଭର ଲୋଡିଂକୁ ବାରଣ କରାଯାଇଛି । ପରିବହନ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ କଣ୍ଟ୍ରୋଲ ରୁମ ମଧ୍ୟ ଖୋଲାଯିବ । ବିଭିନ୍ନ ବସ୍‌ ଓ ଟ୍ରକ ଆସୋସିଏସନକୁ ସଚେତନ କରାଯିବ । ପରିବହନ ବିଭାଗ ଏହାକୁ ନିୟନ୍ତ୍ରଣ କରାଯିବ । ହିଟ ୱେବ ନେଇ କଣ ପଦକ୍ଷେପ ନିଆଯାଇଛି ସେ ନେଇ OSDMA ପକ୍ଷରୁ ପରାମର୍ଶ ମଗାଯାଇଥିଲା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.