ETV Bharat / city

25 ସୁଦ୍ଧା ସ୍କୁଲ ପିଲାଙ୍କ ପାଖରେ ବହି ପହଞ୍ଚାଇବାକୁ ନିର୍ଦ୍ଦେଶ - OSEPA

ଆସନ୍ତା 25 ତାରିଖ ମଧ୍ୟରେ ସ୍କୁଲରୁ ବହି ନେଇ ପ୍ରତି ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବାକୁ କୁହାଯାଇଛି । ଏନେଇ ଓସେପା ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ ଏନେଇ ସବୁ ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

odisha-school-education-programme-authority-orders-to-distribute-book-to-school-student-in-lockdown
‘25 ସୁଦ୍ଧା ସ୍କୁଲ ପିଲାଙ୍କ ପାଖରେ ବହି ପହଞ୍ଚାଅ’
author img

By

Published : Apr 22, 2020, 1:51 PM IST

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଲକଡାଉନ କଟକଣା । ରାଜ୍ୟର ସମସ୍ତ ଶିକ୍ଷ୍ୟାନୁଷ୍ଠାନ ବନ୍ଧ ଥିବାବେଳେ ପିଲାଙ୍କ ପାଠପଢାରେ ଅସୁବିଧା ଉପୁଜୁଛି । ତେଣୁ ଏହି ସମସ୍ୟାକୁ ଦୃ୍ଷ୍ଟିରେ ରଖି ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀଙ୍କ ଘରେଘରେ ପୁସ୍ତକ ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ତେବେ ଆସନ୍ତା 25 ତାରିଖ ମଧ୍ୟରେ ସ୍କୁଲରୁ ବହି ନେଇ ପ୍ରତି ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବାକୁ କୁହାଯାଇଛି । ଏନେଇ ଓସେପା ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ ଏନେଇ ସବୁ ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସାମାଜିକ ଦୂରତା ରକ୍ଷା କର ପୁସ୍ତକ ବଣ୍ଟନ ହେବାକୁ ନିର୍ଦ୍ଦେଶ ରହିଛି । ସେହିପରି କଣ୍ଟେନମେଣ୍ଟ ଜୋନମାନଙ୍କରେ ବଣ୍ଟନ ହେବ ନାହିଁ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.