ETV Bharat / city

Odisha Corona: ଆଜି 1000 ତଳେ ସଂକ୍ରମଣ

author img

By

Published : Jul 30, 2022, 10:05 AM IST

ହଜାରେ ତଳକୁ ଖସିଲା କୋରୋନା ସଂକ୍ରମଣ । ରାଜ୍ୟରେ ଗତ 24 ଘଣ୍ଟାରେ ପୁଣି 981 ଜଣ ନୂଆ ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ

Odisha Corona: ଦିନକରେ 981 ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ହଜାରେ ତଳକୁ ଖସିଲା କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ ପୁଣି 981 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 575 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 406 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 166 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ନୂଆ ସଂକ୍ରମିତ ଜିଲ୍ଲାଙ୍କ ମଧ୍ୟରୁ ଖୋର୍ଦ୍ଧାକୁ ଲଗାତାର ପାର କରୁଛି ସୁନ୍ଦରଗଡ । ସୁନ୍ଦରଗଡରୁ 259 ସଂକ୍ରମିତ ରହିଥିବା ବେଳେ ଖୋର୍ଦ୍ଧାରୁ 150 ସଂକ୍ରମିତ ରହିଛନ୍ତି । ସେହିପରି ଅନୁଗୋଳରୁ 1, ବାଲେଶ୍ବର 13, ବରଗଡ 44, ଭଦ୍ରକରୁ 12, ବଲାଙ୍ଗୀରରୁ 22, ବୌଦ୍ଧରୁ 10, କଟକରୁ 38, ଦେବଗଡରୁ 8, ଗଜପତିରୁ 7, ଜଗତସିଂହପୁରରୁ 8, ଯାଜପୁରରୁ 16, ଝାରସୁଗୁଡାରୁ 20, କଳାହାଣ୍ଡିରୁ 30, କନ୍ଧମାଳରୁ 19, କେନ୍ଦ୍ରାପଡାରୁ 8, କେନ୍ଦୁଝରରୁ 10, କୋରାପୁଟରୁ 16, ମାଲକାନାଗିରିରୁ 1,ମୟୂରଭଞ୍ଜରୁ 84, ନବରଙ୍ଗପୁରରୁ 28, ନୟାଗଡରୁ 24, ନୂଆପଡାରୁ 10, ପୁରୀରୁ 6, ରାୟଗଡାରୁ 8, ସମ୍ବଲପୁରରୁ 71, ସୋନପୁରରୁ 23 ଓ ଷ୍ଟେଟପୋଲରୁ 33 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13,12,116ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 6632ସକ୍ରିୟ ମାମଲା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.