ETV Bharat / city

Odisha Corona Report: ଦିନକରେ ବାହାରିଲେ ୫୫ ପଜିଟିଭ

author img

By

Published : Mar 25, 2022, 9:39 AM IST

ଦୈନିକ ଚିହ୍ନଟ ସଂକ୍ରମଣ ମାମଲାରୁ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ମିଳୁଛି । ଗତ ୨୪ ଘଣ୍ଟାରେ ଆଉ ୫୫ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ଦିନକରେ ବାହାରିଲେ ୫୫ ପଜିଟିଭ
ଦିନକରେ ବାହାରିଲେ ୫୫ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ତଳ ମୁହାଁ କୋରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ମାମଲାରୁ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ମିଳୁଛି । ଗତ ୨୪ ଘଣ୍ଟାରେ ଆଉ ୫୫ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୦ କିଶୋର କିଶୋରୀ ରହିଥିବା ବେଳେ ୩୨ ଜଣ କ୍ବାରେଣ୍ଟାଇନ ସେଣ୍ଟର ଓ ୨୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ ୩, ବଲାଙ୍ଗୀରରୁ ୯, କଟକରୁ ୪, ଦେଓଗଡରୁ ୪, ଗଜପତିରୁ ୬, ଗଞ୍ଜାମରୁ ୨, ଯାଜପୁରରୁ ୫, ଖୋର୍ଦ୍ଧାରୁ ୬, କୋରାପୁଟରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହପରି ମୟୂରଭଞ୍ଜରୁ ୨, ନୟାଗଡରୁ ୧, ସମ୍ବଲପୁରରୁ ୬, ସୁନ୍ଦରଗଡରୁ ୮ ଓ ଷ୍ଟେଟପୁଲରୁ ୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୩୭୮ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୨ ଲକ୍ଷ, ୭୭ ହଜାର ୭୫୦ ଜଣ କୋରୋନା କବଳରୁ ମୁକ୍ତି ପାଇଛନ୍ତି । ରାଜ୍ୟ ୪୫୮ଟି ସକ୍ରିୟ ମାମଲା ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.