ETV Bharat / city

Odisha Corona Report: ଦିନକରେ 5 ହଜାର ମୁହାଁ କୋରୋନା ସଂକ୍ରମଣ - ଓଡିଶା କୋରୋନା ସଂକ୍ରମଣ

ରାଜ୍ୟରେ ଏବେ କୋରୋନା ସଂକ୍ରମଣ ୫ ହଜାର ମୁହାଁ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ପୁଣି ୪୮୨୯ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Odisha Corona Report: ଦିନକରେ ୪୮୨୯ ଆକ୍ରାନ୍ତ ଚିହ୍ନଟ

author img

By

Published : Jan 10, 2022, 9:28 AM IST

ଭୁବନେଶ୍ବର: ରାଜ୍ୟରେ ବେକାବୁ ହେଉଛି କୋରୋନା ସଂକ୍ରମଣ । ଯାହା ତୃତୀୟ ଲହର ଭୟକୁ ଆହୁରି ଦ୍ବିଗୁଣିତ କରିଛି । ରାଜ୍ୟରେ ଏବେ କୋରୋନା ସଂକ୍ରମଣ ୫ହଜାର ମୁହାଁ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ପୁଣି ୪୮୨୯ କୋରୋନା ପଜିଟିଭ ଚିହ୍ନଟ ହେଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୪୪୮ କିଶୋର କିଶୋରୀ ରହିଥିବା ବେଳେ ୨୮୨୩ କ୍ବାରେଣ୍ଟାଇନ ସେଣ୍ଟର ଓ ୨୦୦୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୩୩ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୬୯, ବାଲେଶ୍ବରରୁ ୨୧୦, ବରଗଡରୁ ୮୪, ଭଦ୍ରକରୁ ୬୯, ବଲାଙ୍ଗୀରରୁ ୧୦୪, ବୌଦ୍ଧରୁ ୬, କଟକରୁ ୪୦୧, ଦେବଗଡରୁ ୧୯, ଢେଙ୍କାନାଳରୁ ୨୩, ଗଜପତିରୁ ୩୨, ଗଞ୍ଜାମରୁ ୪୯, ଜଗତସିଂହପୁରରୁ ୪୬, ଯାଜପୁରରୁ ୬୬, ଝାରସୁଗୁଡାରୁ ୧୮୯, କଳାହାଣ୍ଡିରୁ ୪୮, କନ୍ଧମାଳରୁ ୮, କେନ୍ଦ୍ରାପଡାରୁ ୨୪, କେନ୍ଦୁଝରରୁ ୬୩, କୋରାପୁଟରୁ ୭୭, ମାଲକାନଗିରିରୁ ୧୧, ମୟୂରଭଞ୍ଜରୁ ୧୬୨, ନବରଙ୍ଗପୁରରୁ ୮୫, ନୟାଗଡରୁ ୨୪, ନୂଆପଡାରୁ ୫୧, ପୁରୀରୁ ୧୩୦, ରାୟଗଡାରୁ ୮୨, ସମ୍ବଲପୁରରୁ ୬୪୪, ସୋନପୁରରୁ ୩୨, ସୁନ୍ଦରଗଡରୁ ୮୬୯ ଓ ଷ୍ଟେଟପୁଲରୁ ୨୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୭୫,୬୯୮ରେ ପହଞ୍ଚିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.