ETV Bharat / city

ଆଜି ରାଜ୍ୟରେ 4189 କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଅସମ୍ଭାଳ କୋରୋନା ସ୍ଥିତି । 24 ଘଣ୍ଟାରେ ଆକ୍ରାନ୍ତ ସଂଖ୍ୟା 4189 ରହିଥିଲା ବେଳେ ସର୍ବାଧିକ ଚିହ୍ନଟ ଖୋର୍ଦ୍ଧାରେ ହୋଇଛି । ଏଥିସହିତ ରାଜ୍ୟରେ ସମୁଦାୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1,88,311ରେ ପହଞ୍ଚିଛି । ଅଧିକ ପଢନ୍ତୁ..

author img

By

Published : Sep 22, 2020, 12:11 PM IST

ଆଜି ରାଜ୍ୟରେ 4189   କୋରୋନା ଆକ୍ରାନ୍ତ  ଚିହ୍ନଟ
ଆଜି ରାଜ୍ୟରେ 4189 କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ମଙ୍ଗଳବାର ରାଜ୍ୟରେ ଚିହ୍ନଟ ହେଲେ 4189 କୋରୋନା ଆକ୍ରାନ୍ତ । ଆଜି 30 ଟି ଜିଲ୍ଲାରେ ସର୍ବାଧିକ 4189 ସଂକ୍ରମଣ ଚିହ୍ନଟ ହୋଇଥିଲା ବେଳେ ସର୍ବାଧିକ ଆକ୍ରାନ୍ତ ଲିଷ୍ଟର ଶୀର୍ଷରେ ପୁଣି ଖୋର୍ଦ୍ଧା ରହିଛି । ଏଥିସହିତ ରାଜ୍ୟରେ ସମୁଦାୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1,88,311ରେ ପହଞ୍ଚିଛି ।

ଆଜି ରାଜ୍ୟରେ 4189   କୋରୋନା ଆକ୍ରାନ୍ତ  ଚିହ୍ନଟ
ଆଜି ରାଜ୍ୟରେ 4189 କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଦିନକୁ ଦିନର ବଢିଚାଲିଛି କୋରୋନା ଆକ୍ରାନ୍ତ ସଂଖ୍ୟା । ଅନ୍ୟ ଜିଲ୍ଲା ତୁଳନାରେ ଖୋର୍ଦ୍ଧାରେ ସର୍ବାଧିକ ଚିହ୍ନଟ ହୋଇଛନ୍ତି । ହୋମ କ୍ୱାରେଣ୍ଟାଇନ କେନ୍ଦ୍ରରୁ 2453 ଚିହ୍ନଟ ହୋଇଥିବା ବେଳେ 1736 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି।

ଆଜି ରାଜ୍ୟରେ 4189   କୋରୋନା ଆକ୍ରାନ୍ତ  ଚିହ୍ନଟ
ଆଜି ରାଜ୍ୟରେ 4189 କୋରୋନା ଆକ୍ରାନ୍ତ ଚିହ୍ନଟ

ତେବେ ଆଜି ଚିହ୍ନଟ ମୋଟ ଆକ୍ରାନ୍ତ ଲିଷ୍ଟରେ ଖୋର୍ଦ୍ଧାର 712 , କଟକର 586, ଅନୁଗୋଳର 107, ବାଲେଶ୍ୱରରେ 150, ବରଗଡର 128, ଭଦ୍ରକର 34, ବଲାଙ୍ଗୀରର 114, ବୌଦ୍ଧର 77, ଦେଓଗଡର 12, ଢେଙ୍କାନାଳର 54, ଗଜପତିର 2, ଗଞ୍ଜାମର 35, ଜଗତସିଂହପୁରର 104, ଯାଜପୁର 187, କଳାହାଣ୍ଡି 105, କନ୍ଧମାଳର 74, କେନ୍ଦ୍ରାପଡା 126, କେନ୍ଦୁଝରର 33, କୋରାପୁଟର 63, ମାଲକାନଗିରିର 72, ମୟୂରଭଞ୍ଜର 174, ନବରଙ୍ଗପୁରର 75, ନୟାଗଡର 82 , ନୂଆପଡାର 58, ପୁରୀର 265, ରାୟଗଡାର 29, ସମ୍ବଲପୁରର 113, ସୋନପୁରର 90, ସୁନ୍ଦରଗଡର 201, ଷ୍ଟେଟ ପୁଲ 225 ଜଣ ଅଛନ୍ତି ।

ଆଜି ରାଜ୍ୟରେ 4189   କୋରୋନା ଆକ୍ରାନ୍ତ  ଚିହ୍ନଟ
ଆଜି ରାଜ୍ୟରେ 4189 କୋରୋନା ଆକ୍ରାନ୍ତ ଚିହ୍ନଟ

ସେହିପରି ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 188311 ଓ ସୁସ୍ଥ 149379 ଏବଂ ସକ୍ରିୟ 38158 ଅଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.