ETV Bharat / city

Odisha Corona: ଦିନକରେ ୧୧୩୦ ସଂକ୍ରମିତ ଚିହ୍ନଟ

author img

By

Published : Jul 23, 2022, 11:15 AM IST

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ ୧୧୩୦ ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Odisha Corona: ଦିନକରେ ୧୧୩୦ ସଂକ୍ରମିତ ଚିହ୍ନଟ
Odisha Corona: ଦିନକରେ ୧୧୩୦ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଉପରମୁହାଁ କୋରୋନା ଗ୍ରାଫ । ଲଗାତାର ଚତୁର୍ଥ ଦିନରେ 11 ଶହ ପାର କଲା ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ ୧୧୩୦ ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୬୬୨ ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ ୪୬୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ ୧୪୩ କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ ୨, ବାଲେଶ୍ବର ୨୫, ବରଗଡ ୨୩, ଭଦ୍ରକରୁ ୧୪, ବଲାଙ୍ଗୀରରୁ ୧୭, ବୌଦ୍ଧରୁ ୧, କଟକରୁ ୧୧୧, ଦେଓଗଡରୁ ୩, ଢେଙ୍କାନାଳରୁ ୩, ଗଜପତିରୁ ୫, ଗଞ୍ଜାମରୁ ୪, ଜଗତସିଂହପୁରରୁ ୧୦, ଯାଜପୁରରୁ ୩୬, ଝାରସୁଗୁଡାରୁ ୨୫, କଳାହାଣ୍ଡିରୁ ୯, କନ୍ଧମାଳରୁ ୧୭, କେନ୍ଦ୍ରାପଡାରୁ ୧୮, କେନ୍ଦୁଝରରୁ ୧୧, ଖୋର୍ଦ୍ଧାରୁ ସର୍ବାଧିକ ୨୦୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କୋରାପୁଟରୁ ୧୧,ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୯୩, ନବରଙ୍ଗପୁରରୁ ୯, ନୟାଗଡରୁ ୩୩, ନୂଆପଡାରୁ ୧୬, ପୁରୀରୁ ୧୪, ରାୟଗଡାରୁ ୧୪, ସମ୍ବଲପୁରରୁ ୧୦୬, ସୋନପୁରରୁ ୧୮, ସୁନ୍ଦରଗଡରୁ ୨୨୫ ଓ ଷ୍ଟେଟପୋଲରୁ ୪୭ ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୦୫ ହଜାର ୪୯୯ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ୭୩୪୫ ସକ୍ରିୟ ମାମଲା ରହିଛି । ନୂଆ ୧୦୨୯ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ୧୨,୮୮,୯୭୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.